ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୬/୧) : ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ଅଧୀନରେ ଥିବା ବାରିଗୁଡ଼ା ଗ୍ରାମ ର ଦ୍ୱାରଷଣି ଯୁବକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।
ଏହି ସଂଘ ର ସଭାପତି ଲକ୍ଷ୍ମଣ ମାଦଳା ସମ୍ପାଦକ ପ୍ରଶାନ୍ତ ପାତ୍ର, ସହ ସମ୍ପାଦକ କେଶବ ଉତ୍ରସାଲି, କଷଧକ୍ୟ p ଅନିଲ କୁମାର ଓ ଯୁବକ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଦିବସ ପାଳନ କରିଛନ୍ତି।