32.9 C
Balāngīr
Sunday, April 20, 2025

ବାଲିଆ ଗ୍ରାମରେ ଉତ୍ତର ମୂଖୀଠାକୁରାଣୀଙ୍କ କୋଠିଶାଳ ଯାତ୍ରା ରେ ରାମାୟଣ ନାଟକ ମଞ୍ଚସ୍ଥ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୧/୧୨) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ର ବାଲିଆ ଗ୍ରାମରେ ସମସ୍ତ ଗ୍ରାମବାସୀ ଙ୍କ ଉପ ସ୍ଥିତି ରେ ମାଆଉତ୍ତର ମୁଖୀ ଠାକୁରାଣୀ ଙ୍କ ଗ୍ରାମ୍ୟ ଯାତ୍ରା ତରଫରୁ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଗ୍ରାମର ମଙ୍ଗଳ ପାଇଁ କୋଠିଶାଳ ଯାତ୍ରା ଉପଲକ୍ଷେ ରାମାୟଣ ନାଟକ ମଞ୍ଚସ୍ଥ ହେବା ପାଇଁ ବ୍ୟବସ୍ତା କରାଯାଉଥିଲା ।

ଏହାକୁ ବ୍ଲକ ଅଧକ୍ଷା ପିଙ୍କି ବେହେରା, ଖଲ୍ଲିକୋଟ ବିଧ୍ୟା ୟକ ପ୍ରତିନିଧି ତଥା ଭାଟ କୁମାରଡ଼ା ସମିତି ସଭ୍ୟ କୋରନାଥ ସ୍ବାଇଁ, ରିବନ କାଟି ଉଦଘାଟନ କରିଥିଲେ । ଏବଂ ଦୀପ ପ୍ରଜ୍ବଳନ କରି ମାଙ୍କ ଠାରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ପାଣ୍ଡିଆ ସମିତି ସଭ୍ୟ ସିମାଞ୍ଚଳଗୌଡ଼, ଶିକୁଳା ସମିତି ସଭ୍ୟ କୁମୁଦ ବେହେରା, ଜଗନ୍ନଥ ପୁର ସମିତି ସଭ୍ୟ ସନ୍ତୋଷ ଦାସ, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, କେ ଏନ ପୁର ସରପଞ୍ଚ ରାଜଲକ୍ଷ୍ମୀ ବେହେରା, ସମିତି ସଭ୍ୟା ସାରଳା ବେହେରା, ୱାର୍ଡ ସଭ୍ୟ ଝଡିଆ ବେହେରା ଦୁଃଖିଶ୍ୟାମ ମୁଦୁଲି, ସତ୍ୟ ବେହେରା, ନମିତା ବେହେରା, ଙ୍କ ସହ ପୁରୁଷୋ ତ୍ତମପୁର ଥାନା ଏସ ଆଇ ରାଜେଶ ଛତ୍ରିଆ, ଏ ଏସ ଆଇ ସ୍ୱଦେଶ ଦାଶ, ଏ ଏସ ଆଇ ସାହୁ, ତାପସବେହେରା, ଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଶ୍ରୀ ଶ୍ରୀ ଉତ୍ତର ମୁଖୀ ଠାକୁରାଣୀ ଙ୍କ ନାଟ୍ୟ ଯାତ୍ରା ତଥା କୋଠି ଶାଳ, ରେ ଯାତ୍ରା ନାଟକ ରାମାୟଣ ପସରିବେଷଣ ହୋଇ ଥିଲା, ଏହି କାର୍ଯ୍ୟକ୍ରମ କୁ ସମସ୍ତ ଯୁବକ ସଙ୍ଘ, ଯୁବଗୋଷ୍ଟି, ଗ୍ରାମବାସୀ, ଙ୍କ ସମ୍ପୂର୍ଣ ସହଯୋଗ ରେ ଅନୁଷ୍ଠିତ ହୋଇ ଥିଲା । ଉପସ୍ଥିତ ଅତିଥି ମାନେ ରାବଣ ନୁହଁ ରାମଚନ୍ଦ୍ର ଙ୍କ ପରି ହୋଇ କାର୍ଯ୍ୟ କଲେ ଗ୍ରାମ ର ମଙ୍ଗଳ ହୋଇପାରିବ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟ କୁ ଏନ ରାମଚନ୍ଦ୍ର ରେଡି ସଂଯୋଜନା କରିଥିଲେ ।

ଏହାସହ ମେଡିକାଲ କାମରେ ବ୍ୟସ୍ତ ଥିବା ଯୁବ ନେତା ତଥା ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦକ ନିର୍ମଳ ଚନ୍ଦ୍ର ସାହୁ ଉପସ୍ଥିତ ହୋଇ ପାରି ନଥିବାରୁ ଦୁଃଖ ପ୍ରକାଶ କରି ଏହି ଅନୁଷ୍ଠାନ କୁ ତାଙ୍କ ତରଫରୁ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ । ଯାତ୍ରା କୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦୁଇଜଣ ପୋଲିସ ଉପସ୍ଥିତ ରହି ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...