32.9 C
Balāngīr
Thursday, June 12, 2025

ବାଲିଗୁଡା ନଗର ବିଜେପି ପକ୍ଷରୁ ସଦସ୍ୟତା କର୍ମଶାଳା ଅଭିଯାନ

Must read

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୮/୮) : ବାଲିଗୁଡା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜେପି ମଣ୍ଡଳ ଓ ନଗର ବିଜେପି ପକ୍ଷରୁ ସଦସ୍ୟତା ଦିବାକର ସାହୁ ସାହୁ ଙ୍କ ନେତୃତ୍ଵ ରେ ବୁଧବାର ଦିନ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନଗର ବିଜେପି ପକ୍ଷରୁ ଦିନିକିଆ ସଦସ୍ୟତା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି lWhatsApp Image 2024 08 28 at 23.11.22 1 ବାଲିଗୁଡା ନଗର ବିଜେପି ପକ୍ଷରୁ ସଦସ୍ୟତା କର୍ମଶାଳା ଅଭିଯାନ

ସାରା ଭାରତ ବର୍ଷ ରେ ସେପ୍ଟେମ୍ବର ଦୁଇ ତାରିଖ ଠାରୁ ସଦସ୍ୟତା ଅଭିଯାନ ହେବାକୁଥିବା ବେଳେ ଆଜି ଏହି କର୍ମ ଶାଳl ରେ ବରିଷ୍ଠ କର୍ମୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ନଗର ସଦସ୍ୟତା ସଂଯୋଜକ ତଥା ଜିଲ୍ଲା ଉପ ସଭlପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ନଗର ସଭାପତି ଆଦିକନ୍ଧ ପଟନାୟକ, ମହିଳା ନେତ୍ରୀ କଳ୍ପନା କହଁର, ସୁଷମା ସାହୁ, ଜିଲ୍ଲା ସମ୍ପାଦକ ରଞ୍ଜିତ ସାହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଦିଗାମ୍ବର ପାଣିଗ୍ରାହି ନରସିଂହ ବେହେରା ଅନ୍ତର୍ଯ୍ୟାମୀ ବେହେରା ରଞ୍ଜିତ ଚୌଧୁରୀ ଚନ୍ଦ୍ରଶେଖର ମଳିକ ପ୍ରମୋଦ ଦଣ୍ଡସେନା ଇନ୍ଦ୍ରମଣି ପାତ୍ର ଜଗନ୍ନାଥ ବିଷୋୟୀ ପୂର୍ବତନ କାଉନସିଲର ଝରଣା ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...