କାଶୀନଗର, (୧୯/୬) : ଆପ୍ର. : କାଶୀନଗର ଏନ ଏ ସି ତରଫରୁ ପୂର୍ବ ନିର୍ଦ୍ଧାରିତ ସୂଚି ଅନୁଯାୟୀ ବିକାଶ ବାହାନ କୁ ସ୍ୱାଗତ କରାଯାଇଛି ।
ସୂଚନା ମୁତାବକ ଆଜି କାଶୀନଗର ଏନ ଏ ସି ୱାର୍ଡ ନମ୍ବର ୧୧ ଷ୍ଟେଟ ବ୍ୟାଙ୍କ ଛକ ଠାରେ ଏନ ଏ ସି ତରଫରୁ ଅଧ୍ୟାକ୍ଷା ଏମ ସୁଧା ରାଣୀ ସ୍ୱାଗତ କରିଥିଲେ, ଏନ ଏ ସି ର ସମସ୍ତ କାଉନ ସିଲେର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଜେପି ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବାହାନ ଏନ ଏ ସି ଅଂଚଳ ର ସମସ୍ତ ୱାର୍ଡ ରେ ସଚେତନ କରାଯିବ ବୋଲି ସୂଚନା ମିଳିଛି ।