ବିଷମ କଟକ, (୩୦/୩) : ଆପ୍ର. : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ହଜାର ଡଙ୍ଗ ପଞ୍ଚାୟତ ଅଧୀନ ରେ ଥିବା ଲେଲିବଡି ଆମ୍ବ ତୋଟା ଠାରେ ବିଷମ କଟକ ବୃହଦ୍ଦା କାର ବହୁମୂଖୀ aଆଦିବାସୀ ସମବାୟ ସମିତି ଲି ର ବାର୍ଷିକ ସାଧାରଣ ସଭା ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟ କର୍ମ ରେ ସଭାପତି ଶ୍ରୀ ସିରି କୁମ୍ବୁରିକା, ଉପ ସଭାପତି ଶ୍ରୀ ମତି ଅନିତା ପିଡିକାକା, ଶ୍ରୀ ସୁବାଷ ବାକ୍ସି, kcc Bank ମୁନିଗୁଡା ଏକଣ୍ଟେଣ୍ଟ ଶ୍ରୀ ବାମ ଦେବ ପଟ୍ଟନାୟକ, md Sri ସନ୍ତୁନୁ ସାହୁ, ଡାଇରେକ୍ଟର ଶ୍ରୀ ତ୍ରିନାଥ ଗୌଡ, g ପ୍ରଦୀପ ଗୁଡୁଲା ଓ ଲିମ୍ଫସ ର ସମସ୍ତ କର୍ମ ଚାରି ସଦସ୍ୟ ଉପସ୍ଥିତ ରହିଥିଲେ । ୨୦୨୪-୨୫ ର ବାର୍ଷିକ ବିବରଣୀ ପଦ୍ମନ ପଡ଼ାଲ ପଠନ କରିଥିଲେ ।
ବିଷମ କଟକ ବ୍ଲକ୍ ର ୨୧ଗୋଟି ପଞ୍ଚାୟତ ର ଚାଷୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ଥିଲେ।ଚାଷୀ ଭାଇ ଦାମ ଦୋର ବାରାଲିକା, ସିମାଦ୍ରି ପାତ୍ର, ଭାସ୍କର ରାଓ, ସାଙ୍ଗାନା କାଡ଼ର୍କା , ନାଗେଶ୍ବର ରାଓ, ବଞ୍ଚା ନିଧି ସାହୁ,,ଳଧର , ଧନଜୟ ବିଭାର, ଅରକ୍ଷିତ ପୁରୁଷୋତ୍ତମ ଅନ୍ୟାନ୍ୟ ଚାଷୀ ବୃନ୍ଦ ଉପସ୍ଥିତ ରହି ଥିଲେ।୨୦୨୫-୨ ୬ବର୍ଷ୨୦କୋଟି ଟଙ୍କା ରୁଣ ପ୍ରଦାନ ଚାଷୀ ମାନଙ୍କ ଦେବା ପାଇଁ ଧାର୍ଯ୍ୟ କରିବା ରହିଛି ବୋଲି md ସନ୍ତୁନ ସାହୁ କହିଛନ୍ତି।