32.9 C
Balāngīr
Sunday, April 20, 2025

ବିଷମ କଟକ ବ୍ଲକ୍ ଲୋକ ମହୋତ୍ସବ ଚଇତି ୨୦୨୪ ଅନୁଷ୍ଟିତ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, ( ୧୯/୧୨) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ସଦର ଆଇ ଓ ବି ବ୍ୟାଙ୍କ ପଡିଆ ଠାରେ ବ୍ଲକ ସ୍ତରୀୟ ଲୋକ କଳା ମହୋତ୍ସବ ‘ଚଇତି’ ପାଳିତ ହୋଇଯାଇଛି ।WhatsApp Image 2024 12 19 at 11.53.54 1 ବିଷମ କଟକ ବ୍ଲକ୍ ଲୋକ ମହୋତ୍ସବ ଚଇତି ୨୦୨୪ ଅନୁଷ୍ଟିତ

ପ୍ରଥମେ ମା ମାର୍କମା ମନ୍ଦିର ପରିସରରୁ ବିଶନ କଳସ ଓ ବିଶାଳ ଶୋଭାଯାତ୍ରା ବାହାରି ଆଇ ଓ ବି ବ୍ୟାଙ୍କ ପଡିଆ ‘ଚଇତି ମଣ୍ଡପକୁ ନିଆଯାଇଥିଲା। ‘ଚଇତି’ କମିଟି ଅଧ୍ୟକ୍ଷ ତଥା ବିଡିଓ ସଦାଶିବ ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଷମକଟକ ବିଧାୟନ ଧିମାନ ନୀଳମାଧବ ହିକକା,ସାନମାନୀୟ ଅତିଥି ଡଃ ଦୟାନିଧି ବାଘ ଜଳ ଛାୟା ପ୍ରକଳ୍ପ ରାୟଗଡା,ଡି.ଆଇ.ପି.ଆର ଶ୍ରୀ ବସନ୍ତ ପ୍ରଧାନ ରାୟଗଡା, ରାଜସ୍ୱ ନିରକ୍ଷ ଅଧିକାରୀ ଶ୍ରୀ ବେଙ୍କକେଟେଶ୍ୱର ରେଡି,ସାଂସଦ ପ୍ରତିନିଧି ଶ୍ରୀ ଦିଲୀପ ପଟନାୟକ,ବିଷମକଟକ ବ୍ଲକ୍ ଅଧ୍ଯକ୍ଷା ଯଶଦା ହୁଇକା ,ଉପାଦକ୍ଷ ଦିଲୀପ ପଟନାୟକ,ବିଷମକଟକ ଆଇ.ଆଇ.ସି ସୁରୀୟ ଚନ୍ଦ୍ର ପାଡ଼ି, ଜିଲ୍ଲା ପରିଷଦ ବିଜୟଲକ୍ଷ୍ମୀ କୁମ୍ବୁରୁକା, ସୁଜାତା କାଡ୍ରାକା, ଲୋକ କଳା ସଂସ୍କୃତି ର ଉପସଭାପତି ସନ୍ଥୋଷ କୁମାର ବଛା,ଅଦକ୍ଷା ଟୁନି ହୁଇକା ରାୟଗଡା ,କଳା ସଂକୃତି ଶନ୍ତସ ବଛା ଉପସଭାପତି ରାୟଗଡା ।WhatsApp Image 2024 12 19 at 11.53.54 ବିଷମ କଟକ ବ୍ଲକ୍ ଲୋକ ମହୋତ୍ସବ ଚଇତି ୨୦୨୪ ଅନୁଷ୍ଟିତ

କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ଗଣେଶ ଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ କରି ଲୋକ ମହୋତ୍ସବର ଉଦ୍‌ଘାଟନ କରିଥିଲେ। ‘ଚଇତି’ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବ୍ଲକ ରୁ ବିଭିନ୍ନ ସ୍କୁଲ ରୁ କଳାକାର ମାନେ ନାଚଗୀତରେ ଦୁଲୁକିଇଲେ ମଞ୍ଚ ପୁରାତନ ଲୁକ୍କାୟିତ ଲୋକକଳା ଉଜ୍ଜୀବିତ ହୋଇପାରୁଛି ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ଆୟୋଜିତ ମଗଥନ ଓ ବିଭିନ୍ନ ସାଂସ୍କୃତିକ ଦଳକୁ ଅତିଥିମାନେ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ସେହିପରି ସାମ୍ବାଦିକ ମାନଙ୍କୁ ସମ୍ମାନିତ କରି ମାନପତ୍ର ଦିୟା ଯାଇଛି । ଏହି ଅବସରରେ ବ୍ଳକର ବିଭିନ୍ନ ବିଭାଗ ଓ ଏନ୍‌ଜିଓ ତରଫରୁ ଷ୍ଟଲ କରାଯାଇ ଲୋକଙ୍କୁ ଯଜନାଗୁଡ଼ିକ ବିଷୟରେ ସଚେତନ କରାଯାଇଥିଲା ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜେଶ କୁମାର ବିଶ୍ୱାଳ ଓ ମଧୁସ୍ମିତା ଦାସ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବିଷମ କଟକ ପୁଲିସ୍, ଅଗ୍ନିଶମ ବିଭାଗ ,ମେଡ଼ିକାଲ କର୍ମଚାରୀ ମୁତୟନ ହୋଇଥିଲେ। ସମସ୍ତ ବ୍ଲକ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ପରିଚାଳନରେ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...