32.9 C
Balāngīr
Sunday, April 20, 2025

ବିଷମ କଟକ ର ବିଭିନ୍ନ ସ୍ଥାନରେ ୭୬ ତମ ସାଧରଣ ତନ୍ତ୍ର ଦିବସ ପାଳିତ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୬/୦୧) : ରାୟଗଡା ଜିଲ୍ଲା ବିଷମ କଟକ ବୃହଦ୍ଧ ବହୁମୂଖୀ ଆଦିବାସୀ ସମବାୟ ବ୍ୟାଙ୍କ ଲିଃ ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି ।WhatsApp Image 2025 01 26 at 11.25.43 ବିଷମ କଟକ ର ବିଭିନ୍ନ ସ୍ଥାନରେ ୭୬ ତମ ସାଧରଣ ତନ୍ତ୍ର ଦିବସ ପାଳିତ

ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଶ୍ରୀ ମତି ଅନିତା ପିଡ଼ିକାକା ପତାକା ଉତ୍ତୋଳନ କରି ଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ତ୍ରିନାଥ ଗୌଡ, ପ୍ରଦୀପ ଗୁଡ଼ୁଲା, ବୁଡୁ ପାଢ଼ୀ, ଶୁଭେନ୍ଦୁ ନାରାୟଣ ଚୋଧୁରୀ, ଲେମ୍ପ ଏ ମ ଡି ସାନ୍ତୁନୁ ସାହୁ ଓ ଲେମ୍ଫ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟ କର୍ମ ଟି ରାଷ୍ଟ୍ରୀୟ ସଙ୍ଗୀତ ଗାନ ସହ ଭାରତ ମାତା ଙ୍କ ଜୟ ଧ୍ଵନୀ କରି ଉତ୍ସର ମୁଖରେ ପରିସର ଟି ପ୍ରକମ୍ଫିଟ ହୋଈ ଉଟିଥିଲା । ଛୋଟ ପିଲାମାନଙ୍କୁ ଚକ୍ଲେଟ ଓ ବିଶୁକୁଟ ବଟନ୍ କରଯାଇଥିଲା । ଥାନା ପରିସର ରେ ମଧ୍ୟ ଏହି ଦିବସ ପାଳନ କରା ଯାଇଛି । ଏହି କାର୍ଯ୍ୟକ୍ରମ ଟିକୁ ଆଇଆଇସି ଶ୍ରୀ ସୂର୍ଯ୍ୟକାନ୍ତ ପାଢ଼ୀ ପତାକା ଉତ୍ତୋଳନ କରି ଥିଲେ । ସେହି ପରୀପକ୍ଷ ରେ ବିଷମ କଟକ ପଞ୍ଚାୟତ ରେ ମଧ୍ଯ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତି ନମିତା କୁଲିଶିକା ପତାକା ଉତ୍ତୋଳନ କରିଥିଲେ । କାହ୍ନୁ ପ୍ରଧାନ, ତାରିଣୀ ଭାଇ, ଲଛିଗା, ଶ୍ରିନୁ , ଲିଙ୍ଗା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...