32.9 C
Balāngīr
Wednesday, April 30, 2025

ବିଷମ କଟକ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

Must read

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୧୪/୦୮) : ରାୟଗଡା ଜିଲ୍ଲା ବିଷମ କଟକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l

ଏହି ଉଦ୍ଧଘାଟନ ରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନମିତା କୁଲୁସିକା ତଥା ଶିଶୁମନ୍ଦିର ଉପ ସଭାପତି ଶ୍ରୀମତୀ କେ. ସଂଙ୍କରିଦେବି,ସଂକୁଳ ସଂଯୁଜକ ଉମାକାନ୍ତ ବେରଦଳାଇ, ପ୍ରଧାନ ଆଚାର୍ଯ୍ୟ ରମେଶ ଚନ୍ଦ୍ର ଗୌଡ଼,ପ୍ରଧାନ ଅଚାର୍ଯ୍ୟl ପାର୍ବତୀ ପଣ୍ଡା, ସୁବାଷ ଲେଙ୍କା, ରମାକାନ୍ତ ନାଗ, ସୁଶ୍ରୀ ମିନାକ୍ଷୀ ପ୍ରଧାନୀ, ଓ ସମସ୍ତ ଶିଶୁମନ୍ଦିର ଦାୟିତ୍ୱ ରେଥିବା ଆଚାର୍ଯ୍ୟ ଅଚର୍ଯ୍ୟା କୁନି ବୈଜ୍ଞାନିକ ମାନେ ଏହି ଜ୍ଞାନ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିଛନ୍ତି l ଶିଶୁ ବର୍ଗବିଭାଗ ରେ ୩୫ ଜଣ ବଲଵାର୍ଗରେ ୧୮ ଜଣ ଏବଂ ଅନ୍ୟାଅନ୍ୟରେ ପ୍ରଶ୍ନମଞ୍ଚ ପ୍ରକଳ୍ପ ପ୍ରୟୋଗ ରେ ମୋଟ ୬୨ ଜଣ ଶିଶୁ ଭାଇ ଓ ଭଉଣୀ ମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି l ଏହି ବିଜ୍ଞାନ ମେଳାରେ ପ୍ରଥମ ଓ ଦ୍ୱତୀୟ ସ୍ଥାନ ଅଂଶ ଗ୍ରହଣ କରିଥିବା ଶିଶୁ ଭାଇ ଭଉଣୀ ଙ୍କୁ ଟ୍ରଫି ଓ ମାନ ପାତ୍ର ପୁରସ୍କାର ବିତରଣ କରିଥିଲେ l

ଏଥିରେ ସମସ୍ତ ପ୍ରତି ଭାଗି ପ୍ରଥମ ଉଦ୍ଧଘାଟିତରେ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ଆଚାର୍ଯ୍ୟ ଉପସ୍ଥିତ ଥିଲେ l ଏଭଳି ଏଥିରୁ ଯେଉ ମାନେ ଛାୟାନିତ ହେବେ ସେମାନେ ବିଭାଗ ସମ୍ଭାଗ ସ୍ତରୀୟ କାର୍ଯ୍ୟକ୍ରମ ତରଫରୁ ଗୁଣୁପୁର ଏବଂ କେସିଙ୍ଗା ଠାରେ ଆଗାମୀ ୨୫ ତାରିଖ ରେ ଏହି ବିଜ୍ଞନ ମେଳା ଅନୁଷ୍ଠିତ ହେବ ସେଥିରେ ଏମାନେ ଅଂଶ ଗ୍ରହଣ କରିବେ ବୋଲି ପ୍ରଧାନ ଆଚାର୍ଯ୍ୟ କହିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (୨୯/୦୪) : ଆପ୍ର. : ତଣ୍ଟି କାଟି ଯୁବକଙ୍କୁ ହତ୍ୟା! । ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର କ.ନୂଆଗାଁ ଥାନା ଚିକିଟି ବାଳକୁମାରୀ ରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର...

ପାଣି ପାଇଁ ରାଜ ରାସ୍ତାରେ ମହିଳା

ଟିଟିଲାଗଡ଼, (୨୯/୦୪) : ଆପ୍ର. : ନିର୍ବାଚନ ମଣ୍ଡଳୀରେ ତାତି ଯେତିକି ବଢ଼ିବାରେ ଲାଗିଛି ସେତିକି ଜଳ କଷ୍ଟ ମଧ୍ୟ ଦେଖା ଦେଇଛି । ଗୁଡ଼ଭେଳା ବ୍ଲକ ଧରୁଆପଡା ଛକରେ ମହିଳାମାନେ ରାଜରାସ୍ତାକୁ ଓଲ୍ଲାଇ...

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର, (୨୯/୦୪) : ଆପ୍ର. : ପ୍ରେମ ପାଇଁ ଜୀବନ ହାରିଲେ ଯୁବକ। ବରମୁଣ୍ଡା ଅଞ୍ଚଳ ସ୍ଥିତ ଦଳିତ ସାହିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବକ ଉକ୍ତ ଅଂଚଳର ରାହୁଲ...

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ

ମୟୁରଭଞ୍ଜ, (୨୯/୦୪) : ଆପ୍ର. : ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଅମରଦାର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏହି ଦୁଖଦ ଘଟଣା । ମୃତକ ହେଲେ...

ଅଶ୍ଳୀଳ ଭିଡିଓ ଦେଖିବା ପରେ ୪ ବର୍ଷୀୟା ଭାଣିଜୀକୁ ଦୁଷ୍କର୍ମ କରି ହତ୍ୟା, ମାମୁ ଗିରଫ

ଗଞ୍ଜାମ, (୨୯/୦୪) : ଆପ୍ର. : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁ କନ୍ୟାକୁ ନିଜ ମାମୁ...