32.9 C
Balāngīr
Friday, April 25, 2025

ବୀରମହାରାଜପୁର ବିଧାୟକ ଙ୍କ ସେଲେଡି ଗ୍ରାମ ପରିଦର୍ଶନ

Must read

ସୁବର୍ଣ୍ଣପୁର, (୦୯/୦୪) : ଆ.ପ୍ର. : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସେଲେଡି ଓ ଫବସି ଗ୍ରାମକୁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳl ପରିଦର୍ଶନ ରେ ଆସିଥିଲେ lWhatsApp Image 2025 04 09 at 22.10.55 ବୀରମହାରାଜପୁର ବିଧାୟକ ଙ୍କ ସେଲେଡି ଗ୍ରାମ ପରିଦର୍ଶନ

ବିଧାୟକ ଶ୍ରୀ ଜଗଦଲା ପ୍ରଥମେ ସେଲେଡି ଝାରପଡ଼l ସ୍ଥିତ ଶ୍ରୀଅରବିନ୍ଦ ସ୍କୁଲ ରେ ପହଞ୍ଚିବା ପରେ ସ୍କୁଲ କମିଟି ପକ୍ଷରୁ ବିଧାୟକ ଙ୍କୁ ମାନପତ୍ର , ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସ୍କୁଲ ମେନଜିଂ ଟ୍ରଷ୍ଟି ଶାଶ୍ଵତ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ସ୍କୁଲ ପକ୍ଷରୁ ଏକ ହଲ ବିଧାୟକ ଶ୍ରୀ ଜଗଦଳl ଙ୍କୁ ଦାବୀ କରାଯାଇଥିଲା l ହଲ ନିର୍ମାଣ କରିବା ପାଇଁ ଆବଶ୍ୟକ ଅର୍ଥ ଦେବାକୁ ବିଧାୟକ ଶ୍ରୀ ଜଗଦଲା ପ୍ରତିଶ୍ରୁତି ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟି ସଭାପତି ମଧୁମିତା ପରମଗୁରୁ ଙ୍କ ସମେତ ସ୍କୁଲ ର ଅଧକ୍ଷ ଓ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ l

ପରେ ବିଧାୟକ ଶ୍ରୀ ଜଗଦଳl କୋଲପଡା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ, ଓ ସ୍କୁଲ ପରିଚାଳନା କମିଟି ଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ପୁରୁଣା ସ୍କୁଲ ର ରକ୍ଷଣା ବେକ୍ଷଣ ତଥା ଉନ୍ନତି କରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଏହା ସହ ପଡ଼lବାସି ନାମଯଜ୍ଞ ମଣ୍ଡଳୀ ଉନ୍ନତି କରଣ ପାଇଁ ରଖିଥିବା ଦାବୀ କୁ ପୁରଣ ପାଇଁ ବିଧାୟକ ଶ୍ରୀ ଜଗଦଲା ପ୍ରତିଶ୍ରୁତି ଦେଇଥିଲେ l ପରେ ବିଧାୟକ ବାଉଁଶୁଣି ପଞ୍ଚାୟତ ଫବସି ଗ୍ରାମରେ ଚାଲିଥିବା ନାମଯଜ୍ଞ ରେ ଯୋଗଦେଇ ଲୋକ ମାନଙ୍କ ସମସ୍ୟା ବୁଝିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...