32.9 C
Balāngīr
Thursday, July 10, 2025

ବେସାହାରା ମିନି କଅଁର ଙ୍କୁ ଉଦ୍ଧାର କଲା ସିନିୟର ସିଟିଜନ୍ ହୋମ ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୨/୧୧) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ରୁଗୁଡିଘୁରା ଗ୍ରାମର ବେସାହାରା ମିନି କଅଁର । ବୟସ ଆସି ପହଞ୍ଚିଲାଣି ଅନ୍ତିମରେ । ନିଜର ପୁଅ, ଝିଅ କେହି ନାହିଁ, କିଛି ବର୍ଷ ପୂର୍ବେ ନିଜର ସ୍ୱାମିକୁ ହରାଇ ସମ୍ପୂର୍ଣ୍ଣ ଏକା ହୋଇ ଯାଇଛନ୍ତି ମିନି ।

ସରକାରଙ୍କ ତରଫରୁ ରାସନ, ଭତ୍ତା ଟଙ୍କା ମଧ୍ୟ ମିଳୁଛି, ହେଲେ ସବୁ ମୂଲ୍ୟହିନ ।  ରହିବ କେଉଁଠି, ରୋଷେଇ କରିବ ଖାଇବ କେମିତି ? ସରକାରଙ୍କ ତରଫରୁ ଯେଉଁ ଘର ଖଣ୍ଡିଏ ମିଳିଥିଲା, ତାହା ଅସମ୍ପୂର୍ଣ୍ଣ ହୋଇ ଭାଙ୍ଗିବା ଅବସ୍ଥା ରେ ରହିଛି | ମାଗି ଯାଚି, ଯିଏ ଯାହା ଦେଲେ ଖାଉଥିଲା, ନ ହେଲେ ଭୋକ ଉପାସରେ କାହା ଦାଣ୍ଡ ପିଣ୍ଢା ତ ରାସ୍ତା କଡରେ ଶିତ ରାତି ରେ ଶୋଇ ପଡୁଥିଲା । ଏହି ବେସାହାରା ମିନି କଅଁର ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଥିଲା ।

ଜିଲ୍ଲା ପ୍ରଶାସନ ସହୟତାରେ ଆଜି ରୁଗୁଡିଘୁରା ଗ୍ରାମବାସୀ ଙ୍କ ଉପସ୍ଥିତିରେ ସିନିୟର ସିଟିଜନ୍ ହୋମ ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ, ବୌଦ୍ଧ ଉଦ୍ଧାର କଲା । ରୁଗୁଡିଘୁରା ଗ୍ରାମବାସୀ ସିନିୟର ସିଟିଜନ୍ ହୋମ ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ, ବୌଦ୍ଧଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...