32.9 C
Balāngīr
Friday, June 13, 2025

ଭାଗବତ କଥା ମହୋତ୍ସବ କାର୍ଯ୍ୟକ୍ରମ ମୁନିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାତ ଦିନ ଧରୀ ଅନୁଷ୍ଟିତ

Must read

ମୁନିଗୁଡା, (୧୯/୫) : ଆପ୍ର. : ରାୟଗଡା ଜିଲ୍ଲା ମୁନିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାଗବତ କଥା ମହୋତ୍ସବ ୧୨/୫ ଠାରୁ ୧୮/୫ପର୍ଯ୍ୟନ୍ତ ଅନୁଷ୍ଟିତ ହେଇଯାଇଛି ।

ଏହି କାର୍ଯ୍ୟକ୍ରମ ଟିକୁ ଇସ୍କନ ଜଗନ୍ନାଥ ନମାସଙ୍କିର୍ତନ୍ ହଟ ସଂଘ ଦ୍ଵାରା ଆୟୋଜନ କରାଯାଉଛି । ଏଥିରେ ମୁଖ୍ୟ ପ୍ରୋବକ୍ତା ଶ୍ରୀ ଅକ୍ଷୟ ହରି ଦାସ ବ୍ରୋମଚାରି ଯୋଗଦାନ କରି ଭକ୍ତ ମାନଙ୍କୁ ପ୍ରବଚନ ଦ୍ଵାରା ନାମ ଗାନ ସହ ସତ୍ ମାର୍ଗ ପ୍ରଦାନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଶହୋଜଗ କରୁଛନ୍ତି ସିମାନଚଲ୍ ନନ୍ଦ, ଜମୀ ମହେଶ, ଅଜିତ କୁମାର ମହାରଣା, , ହରି ଉଲ୍ଲକା, ସୀତା ପତି ଡିବକା, ଶ୍ରୀ ଧର ମାଝୀ,  v ଭେଙ୍କେଟସ୍ୱର୍ ରାଓ, ହନୁମାନ ପ୍ରସାଦ ୱାଗରବଲ୍, ଅଜିତ ଗୋଡ଼ ଉପସ୍ଥିତ ରହି କାର୍ଯ୍ୟ କର୍ମ ଟି କୁ ଅତି ସୁନ୍ଦର ଭାବରେ ୭ଦିନ ପର୍ଯ୍ୟନ୍ତ ଅନୁଷ୍ଟିତ କରୁଥିଲେ । ପ୍ରତ୍ୟେକ ଦିନ ମହା ପ୍ରସାଦ ବ୍ୟବସ୍ଥା ଭକ୍ତ ମାନଙ୍କ ପାଇଁ କାରା ଯାଉଥିଲା। ଭକ୍ତ ମାନଙ୍କ ମନ କୁ ପ୍ରବାକ୍ତା ବାଣୀ ମନମୁଗ୍ଧ କରୁଥିଲା ବୋଲି ଭକ୍ତ ମାନେ ମତ ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...