32.9 C
Balāngīr
Tuesday, May 20, 2025

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ କଏନ୍ ଏକ୍ସଚେଞ୍ଜ ସେବା ପ୍ରଦାନ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ସୁବର୍ଣ୍ଣପୁର, (୦୫/୦୫) : ଆ.ପ୍ର : ସୋନପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଗ୍ରାହକ ତଥା ସହର ର ସମସ୍ତ ବର୍ଗ ର ବ୍ୟବସାୟୀ ମାନଙ୍କୁ କଏନ ବଣ୍ଟନ ଓ କଏନ୍ ଏକ୍ସଚେଞ୍ଜ ସେବା ପ୍ରଦାନ କରାଯାଇଛି l

ପ୍ରତ୍ୟହ ଗ୍ରାହକ ଓ ଛୋଟ ବଡ଼ ବ୍ୟବସାୟୀଙ୍କୁ ଏହିଭଳି ଏକ ଟଙ୍କିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ, ଦଶ ଓ କୋଡ଼ିଏ ଟଙ୍କିଆ କଏନ୍ ବଣ୍ଟନ କରିବା ଦ୍ବାରା ଲୋକେ ନିଜ ନିଜର ବ୍ୟବସାୟ କାରବାର କୁ ସଠିକ୍ ଭାବେ ପରିଚାଳନା କରିବା ସହ ଦୋକାନୀ ଓ ଗ୍ରାହକ ଙ୍କ ସବୁ ସମସ୍ୟା ର ସମାଧାନ ହୋଇ ବ୍ୟବସାୟ ବୃଦ୍ଧି ଦିଗରେ ସହାୟକ ହୋଇ ପାରିବ ବୋଲି ବ୍ୟବସାୟୀ ମନୋରଞ୍ଜନ ତ୍ରୀପାଠୀ ଓ ବାବୁଲା ମିଶ୍ର ପ୍ରକାଶ କରିଛନ୍ତି l

ଆଜି ର ଏହି କାର୍ଯ୍ୟକ୍ରମ ରେ ଷ୍ଟେଟ୍ ବ୍ୟାଙ୍କ୍ କେଶ୍ ଅଫିସର ବିଜ୍ଞାନ ବିଭାର, କର୍ମଚାରୀ ଶୁଭମ ମହାପାତ୍ର , ଆର୍ମ ଗାର୍ଡ ବିପିନ ବିହାରୀ ଦାଶ, ବବଲୁ ମେହେର ପ୍ରମୁଖ ନିୟୋଜିତ ଥିବା ବେଳେ ଶହ ଶହ ଗ୍ରାହକ ଓ ବ୍ୟବସାୟୀ ଙ୍କୁ କଏନ୍ ବଣ୍ଟନ କରିଥିବା ଜଣା ଯାଇଛି l ଷ୍ଟେଟ ବ୍ୟାଙ୍କ ର ଏତାଦୃଶ ପଦକ୍ଷେପକୁ ଜନସାଧାରଣ ରେ ପ୍ରଶଂସା କରାଯାଇଥିବା ବେଳେ ଆଗାମୀ ଦିନରେ କଏନ୍ ର କୁତ୍ରିମ ଅଭାବକୁ ରୋକିହେବା ସହ ସମସ୍ତ ଙ୍କ ପାଇଁ ଆଦାନ ପ୍ରଦାନ ସହଜ ହୋଇପାରିବ ବୋଲି ଗ୍ରାହକ ମହଲରେ ଖୁସି ପ୍ରକାଶ ପାଇଛି l

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...