32.9 C
Balāngīr
Thursday, July 10, 2025

ମାନ୍ୟବର ରାଜ୍ୟପାଳ ଙ୍କ ଦ୍ଵାରା ପାରଳାର ଶିଳ୍ପପତି ଡ. ତିରୁପତି ପାଣିଗ୍ରାହୀ ସମ୍ମାନିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୭/୧୧) : ପାରଳା ମାଟିରୁ ଯାଇ ଭୁବନେଶ୍ୱରରେ ଏକ ଘରୋଇ ଉଦ୍ୟମରେ ହସ୍ପିଟାଲ୍ ଓ ମେଡିକଲ୍ କଲେଜ୍ ପ୍ରତିଷ୍ଠା କରି ଥିବା ଡ୍. ତିରୁପତି ପାଣିଗ୍ରାହୀଙ୍କୁ ମାନ୍ୟବର ରାଜ୍ୟପାଳ ଓଡ଼ିଶା ପ୍ରଫେସର ଗଣେସି ଲାଲ ପୁରସ୍କାର ସହ ସମ୍ମାନୀତ କରିଛନ୍ତି ।

କନକ ଟିଭି ଦ୍ଵାରା ଆୟୋଜିତ ନିର୍ମାଣ କନକ୍ଲାଭରେ ଘରୋଇ ଉଦ୍ୟୋଗରେ ଏକ ମେଡିକାଲ୍ କଲେଜ ଓ ହସପିଟାଲ ନିର୍ମାଣ କରିବା ସହ ଶହ ଶହ ଡାକ୍ତର ନିଯୁକ୍ତି ସହ ବହୁ ଲୋକଙ୍କୁ ନିଯୁକ୍ତି ଦେଇ ପାରିଥିବାରୁ ମାନ୍ୟବର ରାଜ୍ୟପାଳ ଙ୍କ ଦ୍ଵାରା ଶ୍ରୀ ତିରୁପତି ପାଣିଗ୍ରାହୀଙ୍କୁ ଏହି ସମ୍ମାନ ଦିଆଯାଇଛି । ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ କନକ ଟି ଭି ର ମାଲିକ ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ସମ୍ମାନ ଦିଆଯାଇଛି । ଏହି ଅନନ୍ୟ ପ୍ରତିଭାର ଅଧିକାରୀ ଡ.ପାଣିଗ୍ରାହୀଙ୍କୁ କାଶୀନଗରର ବୁଦ୍ଧିଜୀବୀ ଜି.ତିରୁପତି ରାଓ ,କେ.ରାମ ରାଓ, ଜଗଦୀଶ ପାତ୍ର, ଆନନ୍ଦ ପାତ୍ର, ରଘୁ ରାମ ସାହୁ ଶୁଭେଚ୍ଛା ଜଣାଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...