32.9 C
Balāngīr
Sunday, April 20, 2025

ମାଲିଶିରା ଗ୍ରାମରେ ଦୁଇଟି ସ୍ଥାନ ରୁ ବିଦ୍ୟୁତ ତାର ଚୋରି

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ମୁରିବାହାଲ, (୧୫/୦୩) : ଆ.ପ୍ର. : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ କିଛି ମାସ ତଳେ ବିଦ୍ୟୁତ ତାର ଚୋରି ଘଟଣା ବାରମ୍ବାର ସାମ୍ନା କୁ ଆସିଥିବା ବେଳେ ଏବେ ପୁଣି କିଛି ସ୍ଥାନରୁ ବିଦ୍ୟୁତ ତାର ଚୋରି ଘଟଣା ଦେଖିବାକୁ ମିଳିଛି ।WhatsApp Image 2025 03 16 at 12.20.16 ମାଲିଶିରା ଗ୍ରାମରେ ଦୁଇଟି ସ୍ଥାନ ରୁ ବିଦ୍ୟୁତ ତାର ଚୋରି

ମୁରିବାହାଲ ବ୍ଲକ ଅନ୍ତର୍ଗତ ମାଲିଶିରା ସଦର ଗ୍ରାମପଞ୍ଚାୟତରେ ଦୁଇଟି ସ୍ଥାନରୁ ବିଦ୍ୟୁତ ତାର ଚୋରି ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ କିଛି ଦିନ ତଳେ ମାଲିସିରା ଗ୍ରାମ ଧରୁଆ ପଡା ଗାଁ ସ୍ଥିତ ସୁରୁମା ଖୋଦାନ କୁ ନୂତନ ଭାବେ ଭୁତଳ ଜଳ ଯୋଗାଣ ଯୋଜନା ପାଇଁ ବିଦ୍ୟୁତ ଯାଇଥିବା ବେଳେ କାମ ରେ କିଛି ତ୍ରୁଟି ରହିଥିବାରୁ କାମ ଟି ଅସମ୍ପୂର୍ଣ ହୋଇ କିଛି ମାସ ବନ୍ଦ ରହିଥିଲା| ସେଥିପାଇଁ ବିଦ୍ୟୁତ ସରବରାହ ବନ୍ଦରହିଥିଲା ।

ସେହି ସୁଯୋଗ ନେଇ ଚୋରମାନେ ସୁରୁମା ଖୋଦାନ କୁ ସଂଯୋଗ କରିଥିବା ସମ୍ପୂର୍ଣ ବିଦ୍ୟୁତ ତାର କୁ କାଟି ଚୋରି କରି ନେଇ ଯାଇଥିଲେ । ପୁଣି ଦୁଇ ଦିନ ପରେ ମାଲିଶିରା ଗାଁରେ ନୂତନ ଭାବରେ ଗଢି ଉଠିଥିବା ନୂଆ ନିର୍ମିତ ପାଣି ଟାଙ୍କି କୁ ସଂଯୋଗ କରିଥିବା ବିଦ୍ୟୁତ ତାର ଚୋର ମାନେ କାଟି ନେଇ ଯାଇଛନ୍ତି । ଦୁଇ ଦିନ ମଧ୍ୟରେ ଦୁଇ ଟି ସ୍ଥାନରୁ ବିଦ୍ୟୁତ ତାର ଚୋରି ହୋଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...