ରାୟଗଡା, (୧୫/୦୪) : ଆପ୍ର. : ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତ ଅଧୀନ ରେ ଥିବା ବକ୍ସି ଶିରୁପୂର୍ ଗ୍ରାମ ରେ ମା ମଝିଘରିଆଣୀ ଝାମଯାତ୍ରା ଖୁବ୍ ଧୁମ୍ ଧାମରେ ପାଳିତ ହୋଇଯାଇଛି ।
ଏହି ପୂଜା ରେ ମୁଖ୍ୟ ପୂଜକ ଶ୍ରୀ ପିତାମ୍ବର ସାରାକା, ପି. କମଳା ମଣି ଙ୍କୁ ମା ମଝିଘରିଆଣୀ କାଲିଶି ଲାଗିବା ପରେ ସେ ମନେ କଣ୍ଟା ଦୋଳି ରେ ଝୁଲିବା ସହ ଭକ୍ତ ମାନଙ୍କ ମନବାଞ୍ଛା ପୂର୍ଣ୍ଣ କରି ବା ସହିତ ଅଗ୍ନୀ ରେ ପରୀକ୍ଷା ଦେଇଥାନ୍ତି । ଏହି କାର୍ଯ୍ୟ କର୍ମ ରେ ସାହୋଜଗ କରିଛନ୍ତି ଭକ୍ତ ବୃନ୍ଦ ଅକ୍ଷୟ ରଣା, ନିରଞ୍ଜନ ଗୋଡ, ଦିଲୀପ ବାଣ୍ଡି, ୠଷି ରଣା, ଘନଶ୍ୟାମ ବେହେରା, ପୁଲିକି ରଣା, ସୁଦର୍ଶନ ରଣା, ସୋରଜ ଶତାବ୍ଦୀ, ପ୍ରଶାନ୍ତ ରଣା, ବ୍ରଜ ରଣା, ଅଜିତ୍ ରଣା, ବିରାଟ ବାଣିଜନି, ମେଘ ନାଦ କିନିଡି, ପ୍ରତିମା ତୁଲ, ଅନିତ ପିଡି କାକା, ସରସ୍ୱତୀ ସାହୁକାର, ରାମ ଦାସ ଉର୍ଲ୍ଲକା ଓ ଗ୍ରାମ ର ସମସ୍ତ ବାସିନ୍ଦା, ଆଖ ପାଖ ଅଞ୍ଚଳରୁ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳୁଛି । ମା ଙ୍କ ମନ୍ଦିର ଏଠାରେ ଅସ୍ଥାୟୀ ଭାବରେ ପୂଜା ପାଉଛନ୍ତି । ଭକ୍ତ ମାନଙ୍କ ଅନୁରୋଧ କରିଛନ୍ତି ଯେ ମା ଙ୍କ ମନ୍ଦିର ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିଲେ ଭଲ ହୋଇଥାନ୍ତା ମତ ପ୍ରକାଶ କରିଛନ୍ତି ।