ରାୟଗଡା, (୧୬/୦୪) : ଆପ୍ର. : ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ରେ ଶତାଧିକ କଂଗ୍ରେସ କର୍ମୀ ନାରୀ ନିର୍ଯାତନା ସୁରକ୍ଷା ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ କରଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଭୂମିକା ମୁନିଗୁଡା ସରପଞ୍ଚ ସୁଶ୍ରୀ ସରସ୍ୱତୀ ଶବର, କଂଗ୍ରେସ ବ୍ଲକ ସଭପତି ଶ୍ରୀ ନୀଳାମ୍ବର ବିଭାର ନେତୃତେ ରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହୋଜୋଗ କରୁଥିଲେ mla representative ମାନସ ରଞ୍ଜନ ବେହେରା, mp representative ରଜନୀକାନ୍ତ ପଡେଲୁ, ପଞ୍ଚା କରକରିଆ,ରାମ ପ୍ରକାଶ କରକାରିଆ, କୁଡୁଞ୍ଜି ମେଲେକା, ନମିତା କୁଲୁସିକା, ରିନା ମେଳେକା, ଚିତ୍ତରଞ୍ଜନ ମାଳିନୀ,ମମତା ପରିକି ସମିତି ମେମ୍ବର ମୁନିଗୁଡା, ଜି . ଭଗ୍ୟଲକ୍ଷ୍ମି ସମିତି ମୁନିଖୋଲ, ସୁଶୀଳା, ସମ୍ବାରି, ଜୟନ୍ତୀ ସାହୁ, ଚଞ୍ଚଳା ବେହେରା, ରାଧା ମହୋନ ଟାକିରି, ସୁବେଲ ନାଗ, ମମତା ନୁଦୃକା ଓ ସମସ୍ତ କଂଗ୍ରେସ କର୍ମୀ ଯୋଗ ଦେଇ ମଶାଲ ଶୋଭାଯାତ୍ରା ଟିକୁ ସଫାଲ୍ୟ ମଣ୍ଡିତ କରିଥିଲେ ।