32.9 C
Balāngīr
Sunday, July 13, 2025

ମୁରିବାହାଲ ବ୍ଲକ ସ୍ତରୀୟ ଷଷ୍ଠ ବର୍ଷ ଧନୁଯାତ୍ରା ମୋହତ୍ସବ ଉଦଯାପିତ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୦/୨) : ମୁରିବାହାଲ ସଦର ଧନୁଯାତ୍ରା ପଡିଆ ଠାରେ ବ୍ଲକ ସ୍ତରୀୟ ଷଷ୍ଠ ବର୍ଷ ଧନୁଯାତ୍ରା ମୋହତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି ।WhatsApp Image 2025 02 21 at 08.39.39 2 ମୁରିବାହାଲ ବ୍ଲକ ସ୍ତରୀୟ ଷଷ୍ଠ ବର୍ଷ ଧନୁଯାତ୍ରା ମୋହତ୍ସବ ଉଦଯାପିତ

ଅନ୍ତିମ ରଜନୀରେ ଯମ ଦରବାର, କଂସ ବଧ ନାଟକ ମଞ୍ଚସ୍ଥ ହୋଇଥିଲା । କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ସମ୍ମାନିତ ଅତିଥି ବିଶିଷ୍ଟ ବ୍ୟବସାୟୀ ପୃଥ୍ୱୀରାଜ ପାତ୍ର,ବରିଷ୍ଠ ବିଜେପି ନେତା ତଥା ସାଂସଦ ପ୍ରତିନିଧି ଟିଟିଲାଗଡ଼ ପ୍ରଶାନ୍ତ ଶଢଙ୍ଗୀ,କମିଟି ଉପସଭାପତି ତଥା ସାମ୍ବାଦିକ ସଙ୍ଘ ସଭାପତି ଡ଼. ସୁବ୍ରତ କୁମାର ମହାକୁର, ପ୍ରେସ କ୍ଲବ ସଭାପତି ପ୍ରଵିଜିତ ସିଂ ସାଲୁଜା,କମିଟି ସହ ସମ୍ପାଦକ ତଥା କ୍ରୀଡ଼ାବିତ ରମାରଞ୍ଜନ ପାତ୍ର,ସମିତି ସଭ୍ୟ ସନ୍ୟାସୀ ପୁଟେଲ,ପ୍ରେସକ୍ଲବ ଉପଦେଷ୍ଟା ଆଶିଷ ଖୈତାନ, ମଞ୍ଚାସିନ ଥିଲେ । ଏହି ସାତଦିନ ବ୍ୟାପୀ ବିରାଟ ଧନୁଯାତ୍ରା ମହୋତ୍ସବରେ ମୁରିବାହାଲ ଗ୍ରାମ ମଥୁରା ନଗରୀ ଓ ବନବାହାଲ ଗ୍ରାମ ଗୋପପୁର ପାଲଟିଥିଲା ।WhatsApp Image 2025 02 21 at 08.39.39 ମୁରିବାହାଲ ବ୍ଲକ ସ୍ତରୀୟ ଷଷ୍ଠ ବର୍ଷ ଧନୁଯାତ୍ରା ମୋହତ୍ସବ ଉଦଯାପିତ

ଏହି ଅବସରରେ ଅଞ୍ଚଳର ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଅନୁଷ୍ଠିତ ହୋଇଥିଲା । ଦର୍ଶକମାନେ ସୁବିଧାରେ ଧନୁଯାତ୍ରା ଦେଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଧନୁଯାତ୍ରାର ମହାରାଜ କଂସ ଭୂମିକାରେ ଲାଠୋରର ଆର୍ତ୍ତତ୍ରାଣ ସୁନାନୀ ଓ ସାଥୀ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏଥିପାଇଁ ମୁରିବାହାଲ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା କରିଇଥିଲା ।

କମିଟି ସଭାପତି ଶ୍ରୀବତ୍ସ ବେହେରା, ସାଧାରଣ ସମ୍ପାଦକ ତରୁଣ ପୋଡ଼, ପ୍ରେମରଞ୍ଜନ ମାଝୀ, ଅଭିଳାଷ ବଘାର, ଉପସଭାପତି ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ଲକ୍ଷ୍ମୀକାନ୍ତ ଧରୁଆ, ଶ୍ୟାମସୁନ୍ଦର ଝାଙ୍କର, ଦିବ୍ୟସୁନ୍ଦର ସାହୁ, କାର୍ଯ୍ୟକାରୀ ସଭାପତି,ରମେଶ ନାଗ, ସୁଦାମ ଚରଣ ବଘାର,ସୁଦାମ ସାହୁ, ରାଜୀବ କୁମାର ମହାନ୍ତି, ଦୁର୍ଗାନନ୍ଦ ମହାକୁର ,ତରଣୀସେନ ମେହେର, ଉପଦେଷ୍ଟା ଭଗବାନ ମହାନ୍ତି, ଦୁର୍ଯୋ ବେହେରା, ଭଗତ ନାଗ, ଚିନ୍ତାମଣି ମହାରଣା,କୃତିବାସ ଦାସ, ମଧୁସୂଦନ ନାଗ, କୋଷାଧ୍ୟକ୍ଷ ଭରତ ଦାସ, ପଦ୍ମଲୋଚନ ସାହୁ, ସଂଯୋଜକ, ଲିଲୁ ମୋହନ ପଧାନ ଉଦିତ କଟା, ସାଂସ୍କୃତିକ ସମ୍ପାଦକ ପ୍ରମୁଖ ସୁଦର୍ଶନ ଦୀପ,ଖଗେଶ୍ୱର ସାହୁ,ପୂର୍ଣଚନ୍ଦ୍ର ପଧାନ, ହେମନ୍ତ ଶର୍ମା, ବୈରାଷ୍ଟ୍ର ପୋଡ଼, ରଞ୍ଜିତ ଆଚାରୀ,କରନ ଜାଲ, ଯାଞ୍ଚ କମିଟି ଅନିଲ କୁମାର ଶର୍ମା, ସୁରେଶ କୁମାର ଶର୍ମା, ଭୀଷ୍ମରାଜ ମେହେର, ଆବାହକ କୁନ୍ତ ପୋଢ଼, ବାବୁଲାଲ କେତେକି, ଗୋପପୁର ପ୍ରମୁଖ ଲକ୍ଷ୍ମଣ ମହାରଣା, ତୁଳସୀ ରାମ ସାହୁ ରାଜୀବ କୁଁଅର, ହରି ହାତୀ, ଆଇନ ପରାମର୍ଶ ଦାତା ଜୟଦେବ ପୁରୋହିତ ଓ ଶମ୍ଭୁପ୍ରସାଦ ଭୋଇ, ପ୍ରଚାର ପ୍ରସାର କମିଟି ମନୋଜ କର, କେଦାର ବଡ଼ଜେନା, ପ୍ରଫୁଲ୍ଲ ବଘାର ଓ ଗିରିଧାରୀ ସାହୁ, ।

ପରିଚାଳନା କମିଟିସଭ୍ୟ, ଅଭୟା ଦାସ, କିଶୋର ପୃଷ୍ଟି, ହୃଦାନନ୍ଦ ସାହୁ, ବିଜୟାଲାଲ ଦୀପ, ଭବାନୀ ଶର୍ମା, ସୁଦର୍ଶନ ଖର୍ସେଲ, ଯୋଗେନ୍ଦ୍ର ଥାଟି, ମହେନ୍ଦ୍ର ବାଗ, ପ୍ରଦୀପ ବଘାର, ବାବୁଲି ରାଉତ, ଆକାଶ ମହାକୁର, ଗୋବିନ୍ଦ ସେଠ, ଅଜିତ ବାଗ, ରାଜ ନାଗ, ନିରଞ୍ଜନ ଅଚାରୀ,ହେମରାଜ ଚନ୍ଦନଙ୍କ ସହ ଆୟୋଜକ କମିଟି ସମସ୍ତ ସଦସ୍ୟ ଗ୍ରାମବାସୀ ସହଯୋଗ କରିଥିଲେ । ଦୀର୍ଘ ୭ ଦିନ ଧରି ଚାଲିଥିବା ଧନୁଯାତ୍ରା ମହୋତ୍ସବରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କମିଟି ସଭାପତି ଶ୍ରୀ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସଂଯୋକ ସୁଧାଂଶୁ ପୋଡ଼ ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...