32.9 C
Balāngīr
Wednesday, April 23, 2025

ମୁରିବାହାଲ ରେ ସୁଭଦ୍ରା ଯୋଜନା ସଚେତନତା ସଭା ଅନୁଷ୍ଠିତ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୬/୩) : ମୁରିବାହାଲ ବ୍ଲକ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ତରଫରୁ ମୁରିବାହାଲ କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ଦିନ ସୁଭଦ୍ରା ଯୋଜନା ସଚେତନତା ସଭା ସହ ପଥପ୍ରାନ୍ତ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 07 at 09.21.52 1 ମୁରିବାହାଲ ରେ ସୁଭଦ୍ରା ଯୋଜନା ସଚେତନତା ସଭା ଅନୁଷ୍ଠିତ

ଏହି ପରିପେକ୍ଷୀ ରେ ମୁରିବାହାଲ ବ୍ଲକ ର ସୁଭଦ୍ରା ଭଉଣୀ ଓ ସ୍ଵଂୟ ସହାୟତା ଗୋଷ୍ଠି ର ମହିଳା, ଏମବିକେ, ସି.ଆରପି, ଅଙ୍ଗନୱାଡି ଓ ସେଚ୍ଛାସେବୀ ମାନଙ୍କୁ ନେଇ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା l ମୁରିବାହାଲ ସି.ଡି.ପି.ଓ ପୁର୍ଣିମା ବୈଠାରୁ ଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟ ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଯୋଜନାରେ ଯେପରି କୌଣସି ମହିଳା ବାଦପଡିବେନାହିଁ, ତଥା ମହିଳା ମାନେ ସରକାର ଙ୍କ ଏହି ଯୋଜନା କୁ ଲାଭ ଉଠାଇଵା ଓ ଆର୍ଥିକ ବିକାଶ କରିବା ଦିଗରେ ମତବ୍ୟକ୍ତ କରିଥିଲେ । ସମ୍ମାନନିୟ ଅତିଥି ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠି, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ପ୍ରମୁଖ ଉପସ୍ଥିତ ରହି ସାତ ଦିନ ଧରି ଚାଲିଥିବା ସୁଭଦ୍ରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ବିଷୟରେ ଆଲୋକ ପାତ କରିଥିଲେ ।

ଏହି ଉପଲକ୍ଷେ ମୁରିବାହାଲ କଲ୍ୟାଣ ମଣ୍ଡପରୁ ଏକ ସଚେତନତା ରେଲି ବ୍ଲକ ସମୁଖ ପର୍ଯ୍ୟନ୍ତ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ରାଜସ୍ବ ସହାୟକ ବିଘ୍ନରାଜ ରଣା, ସୁପରଭାଇଜର ବିନ୍ଦୁବିଳାଶିନୀ ଦାସ,ରଜନୀ ଭୋଇ, ବୃନ୍ଦାବତୀ ଟାକ୍ରୀ, ସୁଜାତା ନନ୍ଦ, ସତ୍ୟବତୀ ବର୍ଗେ, ପଦ୍ମାବତୀ ପରାଭୋଇ ଅଙ୍ଗେନୱାଡି କର୍ମୀ ଜ୍ୟୋତିର୍ମୟୀ ବାଗ, ନମିତା ସାହୁ, ସୁମିତ୍ରା ସାହୁ, ସସ୍ମିତା ବନଛୋର୍, ସରସ୍ଵତି ଜାଲ ,ସନ୍ତୋଷିନି ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ନେତୃତ୍ୱ ନେଉଥିବା ବେଳେ ସୁପରଭାଇଜର କୁନି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...