ଗଜପତି, (୨୬/୪) : ଆପ୍ର. : ଗତ କାଲି ଗଜପତି ଜିଲ୍ଲା ମୋହନା ଠାରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।
ମୋହନା ଠାରେ ଥିବା ଦୃଷ୍ଟି ବାଧିତ ଓ ବଧିର ବିଦ୍ୟାଳୟ ରେ ଗଜପତି ଙ୍କ ଜନ୍ମ ଜୟନ୍ତୀ ଦଣ୍ଡାସୀ ସାହୁ ଙ୍କ ସଭାପତି ଟ୍ୱଭରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଥିବା ମହାରାଜା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ସୁଶାନ୍ତ ମଲ୍ଲିକ, ଟୁନା ମଲିକ, ପ୍ରଶାନ୍ତ ବୀର ଓ ବହୂ ଶିକ୍ଷକ ଶିକ୍ଷୟତ୍ରୀ ଓ ଅବିଭାବକ ଯୋଗ ଦେଇ ମହାରାଜା ଙ୍କ କୃତି ଉପରେ ଆଲୋକପାତ କରିଥିଲେ ।