32.9 C
Balāngīr
Sunday, July 13, 2025

ଯମୁନା ଗ୍ରାମରେ ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ ଉଦଯାପିତ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୬/୦୧) : ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ପ୍ରସିଦ୍ଧ ଡଙ୍ଗରବୁଢ଼ା ପାହାଡରେ ଗତ ଚାରିଦିନ ଧରି ଚାଲିଥିବା ଦ୍ଵିତୀୟ ବର୍ଷ ମକର ମେଳା ମହୋତ୍ସବ ତଥା ଷୋହଳ ପ୍ରହରୀ ନାମଯଜ୍ଞ ଗୁରୁବାର ଉଦଯାପିତ ହୋଇଯାଇଛି ।

ସୋମବାର ଅଧିବାସ ଦିନ ଯମୁନା ମହାଦେବ ବନ୍ଧରୁ ୨୫୧ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ।ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ନାମ ପରିବେଷଣ ହୋଇଥିଲା।ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ ଗାଁ ଗୌନ୍ତିଆ ନେତ୍ରାନନ୍ଦ ମହାକୁର ଓ ତାଙ୍କ ଧର୍ମପତ୍ନୀ ଝୁନୁରାଣୀ ମହାକୁର,ପୂଜକ ରୂପେ ଦୁର୍ଯୋଧନ ପାଣିଗ୍ରାହୀ,ଜପକ ଦାଶରଥୀ ଷଡ଼ଙ୍ଗୀ,ଷଢ଼ବୈଷ୍ଣବ ରୂପେ ଦେବେନ୍ଦ୍ର ପଧାନ,ନଟବର ମେର୍ଲି, ରାଏଧର ଶିକା, ଉଦ୍ରାଧର ମହାକୁର,ମଧୁସୂଦନ କର୍ମୀ ଓ ଯେହେରୁ ମହାକୁର ଦାୟିତ୍ଵ ନିର୍ବାହ କରିଥିଲେ ।

ଷୋହଳ ପ୍ରହରୀ ନାମଯଜ୍ଞରେ ଆୟୋଜକ ଯମୁନାର ଉଭୟ ଦଳ, ପଟାମରାର ଜୁହ୍ନାପଡ଼ା,ଚନ୍ଦନପଡ଼ା, ତେନ୍ତୁଳିଖୁଣ୍ଟି, ସେମେଲପାଲି, ସାରସପଡ଼ା, ନୁଆଁମୁଣ୍ଡା, ପୁଡ଼ିସରା, ମୁରିବାହାଲ,ହଳଦୀ, କର୍ଲାପିଟା, ଘଣ୍ଟବାହାଲି ଓ ଦୁକାଲଘାଟର ଉଭୟ ମହିଳା ସଙ୍କୀର୍ତ୍ତନ୍ୟ ଦଳଗୁଡିକ ଯୋଗଦେଇ ନାମ ପରିବେଷଣ କରିଥିଲେ । ଏହି ମହୋତ୍ସବରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବିଡ଼ିଓ ବାସନ୍ତୀ ସେଠୀ,ଆଇଆଇସି ସିପୋରା ସରାୟ ଲୁଗୁନ, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ପୂର୍ବ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା,ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବରିଷ୍ଠ ବିଜେଡି ନେତା ଗିରିରାଜ ସିଂ ମାଝୀ, ଜିପିଡିଓ ଗଙ୍ଗାଧର ଛତର,ହଳଦୀ ସରପଞ୍ଚ ସୌମୀନା ସେଠ,ସମିତି ସଭ୍ୟ ଟୁନାମଣି ମହାନନ୍ଦ, ପିଇଓ ରଶ୍ମିରଞ୍ଜନ ନାଗ, ସିରୋଲ ସରପଞ୍ଚ ଲୁଚନା ବଗର୍ତ୍ତୀ, ବିଟାବନ୍ଧ ସରପଞ୍ଚ କଲ୍ୟାଣୀ ଘିବେଲା, ରମାରଞ୍ଜନ ସେଠ,ବ୍ୟବସାୟୀ ଅନୀଲ ଶର୍ମା, ଭବାନୀ ଶର୍ମାଙ୍କ, ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସସନ ଉପଦେଷ୍ଟା ଭଗବାନ ମହାନ୍ତି ।

ନବୀନ ତାଣ୍ଡି, ଗିରିଧାରୀ ସାହୁ,ଜୟନ୍ତ ସାହୁ, ସୁବାସ ମାଝୀ, ହୃଦାନନ୍ଦ ବାଗ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ।ଆୟୋଜକ ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ କମିଟି ସଭାପତି ନିତ୍ୟାନନ୍ଦ ମହାକୁର, ଉପସଭାପତି ରମେଶ ଭୋଇ, ସମ୍ପାଦକ ସୁଶାନ୍ତ ପଧାନ, ସହ ସମ୍ପାଦକ ସଚ୍ଚିଦାନନ୍ଦ ମହାକୁର, କୋଷାଧ୍ୟକ୍ଷ ବ୍ୟାସଦେବ ପଧାନ, ଉପକୋଷାଧ୍ୟକ୍ଷ ଅକ୍ରୁର ମେର୍ଲିଙ୍କ ସହ ଉପଦେଷ୍ଟା ମାର୍କଣ୍ଡ ମହାକୁର, ଚୈତନ୍ୟ ଶିକା,ଭିକାରୀ ପାତ୍ର,ନୀଳକଣ୍ଠ ମହାକୁର,ସୁଶିଲ ମେର୍ଲି, ହୃଦାନନ୍ଦ କର୍ଣ୍ଣ, ମଳିଆ ପଧାନ, ଶିବାନନ୍ଦ ମହାକୁର, ଦିଲ୍ଲୀପ କର୍ଣ୍ଣ, କନ୍ଦର୍ପ ଶିକା, ଲକ୍ଷ୍ମୀଧର କର୍ମୀ, ପରମାନନ୍ଦ ଶିକା, ଗାନ୍ଧିଲାଲ ମହାକୁର,ଲୋଚନ ମହାକୁର, ଛନ୍ଦାଚରଣ ପାତ୍ର, ନବୀନ ସାହୁ, ।

ସୁରେଶ ପଧାନ, ଅରକ୍ଷିତ ମହାକୁର, ରଙ୍ଗାଧର ପଧାନ, ଯୁଧିଷ୍ଠିର ପଧାନ, ଆନନ୍ଦ ମାଝୀ, କ୍ଷୀରଧର କର୍ମୀ,ଲୋକନାଥ ଜାନୀ, ଜୟଦେବ ମାଝୀ, ଲଳିତ ସାହୁ, ଶଙ୍କର୍ଷଣ କର୍ମୀ, ନାଭ ମହାକୁର, ଡଗର ମହାକୁର, ହରେକୃଷ୍ଣ ସାହୁ,ପ୍ରଦୀପ ମହାକୁର, ଭବନାନନ୍ଦ ମହାକୁର, କନକ ସାହୁ,ବନମାଳୀ ମେର୍ଲି, ହେମନ୍ତ ପର୍ଡିଆ, ପ୍ରେମିଶ କର୍ଣ୍ଣ, ରଞ୍ଜନ କର୍ମୀ, ସତ୍ୟବାଦୀ ମହାକୁର,ସନ୍ତୋଷ, ସୁରୁ, ରମେଶ, ପ୍ରମେଷ୍ଟି, ରମାକାନ୍ତ, ରୁଦ୍ରା, ସୁରେନ୍ଦ୍ର, ଭବାନୀ, ପ୍ରସନ୍ନ, ଦର୍ଶନ, ଦୁଃଖନାଶନ,ଶରତ,ସ୍ୱପ୍ନର, ଥବିର, ମକାରୁ,ଅଶୋକ, ଭିକୁ, ଲୋକେଶ, ସବୁଜ, ସରୋଜ, ।

ହିମାଂଶୁ, ସଭ୍ୟ, ଦୀନବନ୍ଧୁ, ଦେବାଶିଷ, ଅଜିତ, ଶିଶିର, ପ୍ରୀତମ୍, ଆର୍ଯ୍ୟନ, ରାକେଶ, ସୌମ୍ୟ, ବିନୟ,ବିଭୂତି, କପିଳାସଙ୍କ ସହ ସମସ୍ତ ଯମୁନା ଗ୍ରାମବାସୀ ଓ ବାରପାଲି ହଳଦୀର ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ହାତୀର ଭୟ ଓ ବିଦ୍ୟୁତ୍ କାଟ ସତ୍ତ୍ୱେ ଦ୍ଵିତୀୟ ବର୍ଷ ମକର ମହୋତ୍ସବ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଲୁଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା ।

 

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...