32.9 C
Balāngīr
Tuesday, May 20, 2025

ଯୁବ ସାମ୍ବାଦିକଙ୍କ ସରିଲା ନିର୍ବନ୍ଧ, ଖୁବ୍ ଶୀଘ୍ର ହେବ ବାହାଘର

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ରାୟଗଡା, (୦୩/୦୫) : ଆପ୍ର. : ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଯୁବ ସାମ୍ବାଦିକ ଗୋପିନାଥ ଗୌଡ଼ । ନିକଟରେ ପବିତ୍ର ଅକ୍ଷୟ ତୃତୀୟା ଶୁଭ ମୁହୂର୍ତ୍ତରେ କନ୍ୟା ପିତା ଙ୍କ ବାସ ଭବନରେ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି ।WhatsApp Image 2025 05 02 at 19.22.07 ଯୁବ ସାମ୍ବାଦିକଙ୍କ ସରିଲା ନିର୍ବନ୍ଧ, ଖୁବ୍ ଶୀଘ୍ର ହେବ ବାହାଘର

ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘୋଟାଇ ଵିଵାହ ବନ୍ଧନରେ ଯୋଡ଼ି ହେବେ ଗୋପୀନାଥ । ଏଥିଯୋଗୁଁ ଗୋପିନାଥଙ୍କ ସାଙ୍ଗସାଥୀ, ପରିବାର ବନ୍ଧୁବାନ୍ଧବ, ବୁଦ୍ଧିଜୀବୀ ଏବଂ ନିଜ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନେ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି । କିଛି ଦିନ ପରେ ଶୁଭ ଵିଵାହ ମୁହୂର୍ତ୍ତ ବାହାର କରି ବାହା ହେବା ପାଇଁ ନିଷ୍ପତ୍ତି ମଧ୍ୟ ହୋଇଛି। ଗୋପିନାଥ ଗୌଡ଼ ଙ୍କ ନିର୍ମଳ ଭାବମୂର୍ତ୍ତି, ନିଃସ୍ଵାର୍ଥପର ଏବଂ ମେଳାପି ବୁଦ୍ଧି ସହ ନିରାଡମ୍ୱର ପୂର୍ଣ୍ଣ ଜିବନ ବିତାଉ ଥିବା ଗୋପିନାଥଙ୍କୁ ସ୍ଥାନୀୟ ବାସି ବହୁତ୍ ଭଲ ପାଆନ୍ତି। ନିଜ ଅଞ୍ଚଳର ଲୋକ ମାନଙ୍କ ସୁବିଧା ଅସୁବିଧା ଗୁଡ଼ିକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ, ତାହାର ସମାଧାନ ଦିଗରେ ଖବର ପ୍ରଚାର୍ ପ୍ରସାର କରି ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରି ସମାଧାନର ବାଟ ବାହାର କରି ଥାଆନ୍ତି ।WhatsApp Image 2025 05 02 at 19.22.08 1 ଯୁବ ସାମ୍ବାଦିକଙ୍କ ସରିଲା ନିର୍ବନ୍ଧ, ଖୁବ୍ ଶୀଘ୍ର ହେବ ବାହାଘର

ଏହିଭଳି ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ଵକୁ ଜିଲ୍ଳାର ସମସ୍ତ କାର୍ଯ୍ୟରତ ସାମ୍ୱାଦିକ ଭୂରି ଭୂରି ପ୍ରଶଂସା କରିବା ସହ ବୈବାହିକ ଜୀବନ ଶୁଭାରମ୍ଭ ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ବୈଦିକ ରୀତିନୀତି ଅନୁସାରେ କନ୍ୟା ପିତାଙ୍କ ବାସ ଭବନରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ଉଭୟ କୁଳର ପରିବାର, ଅଞ୍ଚଳ ବାସି ଏବଂ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ପିଲାଟି ବେଳୁ ସଙ୍ଘର୍ଷମୟ ଜୀବନ ବିତାଉଥିବା ଗୋପିନାଥ ଗୌଡ଼ ବର୍ତ୍ତମାନ୍ ଗଣମାଧ୍ୟମରେ ଏକ ଚର୍ଚ୍ଚିତ ଚେହେରା ପାଲଟି ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଛନ୍ତି ।WhatsApp Image 2025 05 02 at 19.22.09 ଯୁବ ସାମ୍ବାଦିକଙ୍କ ସରିଲା ନିର୍ବନ୍ଧ, ଖୁବ୍ ଶୀଘ୍ର ହେବ ବାହାଘର

ଯୁବ ସାମ୍ବାଦିକ ଗୋପିନାଥ ଗୌଡ଼ Odisha news24 ରେ zonal head ଥିବା ବେଳେ, ଶ୍ରୀକ୍ଷେତ୍ର ନୀୟୁଜ୍ ଏବଂ ମିଡିଆ ଏଜ୍ ଖବର କାଗଜରେ ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟରତ ଅଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କନ୍ୟା ପିତା, ମାତା, ଭାଇ, ଭଉଣୀ ସପରିବାର ଉପସ୍ଥିତ ଥିଲେ । ସେହିପରି ଗୋପିନାଥ ଗୌଡ଼ଙ୍କ ପରିବାର ପକ୍ଷରୁ ପିତା, ମାତା, ଭାଇ, ଭାଉଜ, ସ୍ଥାନୀୟ ଲୋକ ଏବଂ କାର୍ଯ୍ୟରତ ସାମ୍ବାଦିକ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...