32.9 C
Balāngīr
Thursday, June 12, 2025

ରଥ ଚକ ଡେରା ନୀତି ସମ୍ପନ୍ନ

Must read

ରାୟଗଡା, (୨୪/୦୫) : ଆପ୍ର. : ରାୟଗଡା ଶ୍ରଦ୍ଧା ଶ୍ରୀକ୍ଷେତ୍ର ପ୍ରାଙ୍ଗଣ ରଥଖୋଳା ଠାରେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।WhatsApp Image 2025 05 23 at 20.04.22 ରଥ ଚକ ଡେରା ନୀତି ସମ୍ପନ୍ନ

ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ଼ ପ୍ରାଙ୍ଗଣ ରଥଖୋଳାରେ ରଥଚକ ଡେରା ନୀତି କାର୍ଯ୍ୟ ସମ୍ପନ୍ନ ହୋଇଛି। ଶୁଭ ମୂହୁର୍ତ୍ତ ସକାଳ ୯.୩୦ ଧାର୍ଯ୍ୟ କରା ଯାଇଥିଲା। ଆଗାମୀ ଦିନରେ ନୀତି ଧାରଣା, ପାଣି ପଟା, ନାୟିକା ଖମ୍ବ ନୀତି, ଠେକେରା ବାଡ ନୀତି କାର୍ଯ୍ୟ ସମ୍ପନ୍ନ ହେବା ନେଇ ମୁଖ୍ୟ ମହାରଣା ତନ୍ମୟ ସୂଚନା ଦେଇଛନ୍ତି । ଏହି ପବିତ୍ର କାର୍ଯ୍ୟକ୍ରମରେ ରାଜସ୍ବ ନୀରିକ୍ଷକ ଅଶୋକ କୁମାର୍ ନାୟକ, ରଥ ନିର୍ମାଣ କରୁଥିବା ମୁଖ୍ୟ ମହାରଣା ତନ୍ମୟ ମହାରଣା, ଓ ତାଙ୍କ ସହଯୋଗୀ ବଳରାମ ବଗର୍ତ୍ତି, ଜଗନ୍ନାଥ ମନ୍ଦିର ପୂଜକ ସଞ୍ଜୟ କୁମାର୍ ପାଢ଼ୀ । ଦେବତ୍ତର ବିଭାଗ ମୁଖ୍ୟ ତଥା ତହସିଲଦାର ରାୟଗଡ଼ ପ୍ରିୟ ଦର୍ଷିନି ସ୍ୱାଇଁଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ । ରଥକୁ ସୁସଜ୍ଜିତ ତଥା ନିଜ ରଙ୍ଗ ତୂଳୀରେ ଚିତ୍ରକାର କାଳିଦାସ ଏବଂ ଯୋଗେଶ ମଧ୍ୟ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...