32.9 C
Balāngīr
Thursday, June 12, 2025

ରାଇକିଆ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

Must read

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୩୦/୦୮) : କନ୍ଧମାଳ ଜିଲ୍ଲା ରାଇକିଆ ପୂଜା କମିଟି ର ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି ।

ନୂତନ ସଭାପତି ଭାବେ ସତ୍ୟବାନ୍ ପାତ୍ର, ଉପ ସଭାପତି ଭାବେ ବିଜୟ ପଣ୍ଡା, ରାମକୃଷ୍ଣ ପାତ୍ର, ବାବୁଲା ପଟ୍ଟନାୟକ, ଅଭିମନ୍ୟୁ ପଣ୍ଡା, ପ୍ରକାଶ ଚନ୍ଦ୍ର ପଣ୍ଡା, ସଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ଲେଙ୍କା, ସମ୍ପାଦକ ଭାବେ କୃଷ୍ଣ ମହାନ୍ତି, କୋଷାଧକ୍ଷ ଭାବେ ସୁରେନ୍ଦ୍ର ପଣ୍ଡା, ସଂଗଠନ ସମ୍ପାଦକ ଭାବେ ନାରାୟଣ ପାତ୍ର, ମିହିର ମହାପାତ୍ର, ଅରବିନ୍ଦ ଲେଙ୍କା, କ୍ଷେତ୍ରବାସୀ ପାତ୍ର, ଚିଣ୍ଟୁ ପାଣିଗ୍ରାହୀ, ଉପଦେଷ୍ଟା ଭାବେ ଦୁର୍ଯୋଧନ ଲେଙ୍କା, ପଦ୍ମ ଚରଣ ପଣ୍ଡା, ମଙ୍ଗୁଳୁ ଚରଣ ପାତ୍ର, ଶ୍ରୀଧର ଦାସ, ପୁର୍ବତନ ବିଧାୟକ ମନୋଜ ପ୍ରଧାନ, ରାଜମୋହନ ଦିଗାଲ, ସୁଶୀଲ ଚନ୍ଦ୍ର ତ୍ରିପାଠୀ, ପ୍ରଭାକର ପାଢ଼ୀ, ମୋଚିରାମ ଜେନା, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ସନ୍ତୋଷ ପାଢ଼ୀ ଙ୍କୁ ମନୋନୀତ କରାଯାଇଥିଲା ।

ରାଇକିଆ ଦୁର୍ଗା ପୂଜା ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ରୁ ଏହାକୁ କିପରି ଆଡମ୍ବର ରେ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ମୂର୍ତ୍ତି ନିର୍ମାଣ ପାଇଁ ମାଟି ସଂଗ୍ରହ ଉତ୍ସବ ସଂପାଦନ ହୋଇଥିବା ବେଳେ ଆସନ୍ତା ୧୦ ତାରିଖ ରେ ଶୁଭଖୁଣ୍ଟି ସ୍ଥାପନ ପାଇଁ ମଧ୍ୟ ନିଷ୍ପତି ହୋଇଥିଲା । କମିଟି ପରିଚାଳନା ପାଇଁ ସମସ୍ତ ସଦସ୍ୟ ଓ ଉପଦେଷ୍ଟା ଙ୍କ ଠାରୁ ମତାମତ ନିଆ ଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...