32.9 C
Balāngīr
Monday, April 28, 2025

ରାଇକିଆ ବ୍ଳକ୍ ରେ ଭୀମ ଭୋଇ ଶିବିର ଅନୁଷ୍ଠିତ

Must read

ରାଇକିଆ, (୧୪/୦୩) : ଆ.ପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଠାରେ ଭୀମ ଭୋଇ ଶିବିର ଆୟୋଜନ ହୋଇଥିଲା।WhatsApp Image 2025 03 13 at 14.14.15 ରାଇକିଆ ବ୍ଳକ୍ ରେ ଭୀମ ଭୋଇ ଶିବିର ଅନୁଷ୍ଠିତ

ଏହି ଶିବିରରେ ବିଭିନ୍ନ ପଂଚାୟତ ରୁ ୬୧୮ ଜଣ ଶିବିରରେ ନାମ ପଞ୍ଜିକରଣ କରିଥିଲା ବେଳେ ସେଥିରୁ ୩୭୩ ଜଣ କୁ ପ୍ରମାଣ ପତ୍ର ମିଳିଥିଲା । ୧୧ ଜଣ କୁ ହୁଇ ଲ ଚେର, ୪ ଜଣ କୁ ଆଶାବାଡି, ଓ ଏହି ଶିବିରରେ ଉପ ଖଣ୍ଡ ସାମା ଜିକ ଅଧିକରୀ ମମିତା ପ୍ରଧାନ, ବିଡିଓ ସବ୍ୟସାଚୀ ସାହୁ, ଏ ବିଡ଼ିଓ ଦିବ୍ୟ ସିଂହ କଂହ ର, ତହସିଲ୍ ଦାର୍ ବରିଆଲ ମୁର୍ମୁ, ଉପ ସ୍ଥିତ ଥିଲେ।ଓ ବ୍ଳକ୍ ସୁରକ୍ଷା ଅଧିକାରୀ ରାମ କୃଷ୍ଣ ବେହେରା, ପୂର୍ଣ୍ଣ ବାସୀ ଦାଶ, ବ୍ଳକ୍ ପ୍ରୋଗ୍ରାମ କୋଡ଼ି ନେଟ ର କମଲ ପ୍ରସାଦ ନାୟକ, ଓ ବ୍ଳକ୍ ର ସବୁ ଅଧିକାରି ମାନେ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...