ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୫/୦୧) : କନ୍ଧମାଳ ଜିଲ୍ଲା ରାଇକିଆ ମେଡିକାଲ୍ ତରଫରୁ ରାଇକିଆ ପଞ୍ଚାୟତ ଠାରେ ମଶାରୀ ବଣ୍ଟନ ପାଇଁ କାର୍ଯ୍ୟକ୍ରମ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଉପସ୍ଥିତ ଥିଲେ ଜି ଉଦୟ ଗିରି ବିଧାୟକ ପ୍ରଫୁଲ୍ଲ ଚଦ୍ର ପ୍ରଧାନ, ରାଇକିଆ ସରପଂଚ, ଓ ରାଇକିଆ ମେଡିକାଲ୍ ର ସମସ୍ତ ଅଧିକାରି, ମାନେ ଉପ ସ୍ଥିତ ଥିଲେ। ଓ ପଂଚାୟତ ଅଧିକାରି ଙ୍କ ସହ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ । ଓ ଅଙ୍ଗନ ବାଡି ଦିଦୀ ଓ ଲୋକ ମାନେ ମଧ୍ୟ ବହୁ ଲୋକ ଉପସ୍ଥିତ ଥିଲେ ।
[…] : ଜଗଦୀଶ ଦାଶ ରାଇକିଆ, (୧୦/୦୧) : ରାଇକିଆ ର ଗମାଣ୍ଡି ଗ୍ରାମରେ […]