32.9 C
Balāngīr
Sunday, April 20, 2025

ରାଇକିଆ ରେ କୁହୁଡି ଚାଦର ତଳେ ବର୍ଷ ର ଶେଷରେ ଏକାଧିକ ସ୍ଥାନ : ଯାତାୟତ ବାଧାପ୍ରାପ୍ତ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୩୧/୧୨) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳର ପ୍ରାୟ ସବୁ କିଛି ସ୍ଥାନ ରେ ବା ଆଦି ଅଞ୍ଚଳରେ ଘନ କୁହୁଡି ଯୋଗୁ ଗାଡି ମୋଟର ଯାତାୟତରେ ବାଧା ସୃଷ୍ଟି ହୋଇଛି ।WhatsApp Image 2024 12 31 at 12.09.52 ରାଇକିଆ ରେ କୁହୁଡି ଚାଦର ତଳେ ବର୍ଷ ର ଶେଷରେ ଏକାଧିକ ସ୍ଥାନ : ଯାତାୟତ ବାଧାପ୍ରାପ୍ତ

ବିଶେଷ କରି ରାସ୍ତା ଉପରେବହୁ କୁହୁଡି ରହିଥିବାରୁ ଗାଡିମୋଟର ଚଳାଚଳରେ ବହୁତ ସମସ୍ୟା ଦେଖାଯାଇଛି । ପ୍ରକାଶ ଯେ, ଗତ କିଛି ଦିନ ହେଲା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା କାରଣରୁ ଦିନରେ କୋହଲା ପାଗ ଥିଲା । ଏବେ ଆଉ ବର୍ଷା ନ ଥିଲେ ମଧ୍ୟ ପାଗ ଶୁଖିଲା ଥାଇ ଶୀତ ଅନୁଭୂତ ଅଳ୍ପ ହେଉଛି । କିନ୍ତୁ ତାପମାତ୍ରା ହ୍ରାସ ପାଇଥିବା ଜଣାପଡିଛି । ଆଜି ଘନ କୁହୁଡି ଅଚ୍ଛାଦିତ ହୋଇଥିବା ବେଳେ ତାହା ସକାଳ ୯ଟା ରୁ ଉର୍ଦ୍ଧପର୍ଯ୍ୟନ୍ତ କୁହୁଡିର ପ୍ରଭାବ ଦେଖିବାକୁ ମିଳିଛି । ଖରାପ ପାଗ ସମ୍ପୂର୍ଣ୍ଣ ଭାବେ ଏହା ବର୍ଷ ଶେଷ ର ଯୋଗୁଁ ବହୁ ବିଳମ୍ବରେ ଲୋକ ମାନେ କାମ ପାଇଁ ବାହାରି ଥିବା ର ଦେଖିବାକୁ ମିଳିଛି । ଓ ଏହି କୁହୁଡ଼ି ଯୋଗୁଁ ଛୋଟ ଛୋଟ ପରିବାବାଲା ମାନେ ମଧ୍ୟ ଆସିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...