ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୧୩/୧୨): କନ୍ଧ ମାଳ ଜିଲ୍ଲା ରାଇକିଆ ଲକ୍ଷ୍ମୀ ବଜାର ଠାରେ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଲକ୍ଷ୍ମୀ ପୂଜା ଅନଷ୍ଠିତ ହୋଇ ଅଛି। ବହୁ ବର୍ଷ ହେବ ସେହି ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମାର୍ଗ ଶିର୍ ମାସ୍ ର ଶେଷ ପାଳି ବେଳକୁ ସେହି ସମୟରେ ସେଠୀ ପୂଜା କରା ଯାଉଛି।
ପୂଜା କମିଟି ପକ୍ଷରୁ ବହୁ ସୁନ୍ଦର ଭାବେ ପୂଜା କରାଯାଏ। ଓ ଲୋକ ମାନେ ମଧ୍ୟ ବହୁ ସୁନ୍ଦର ଭାବେ ପୂଜା ଦେଖି ବାକୁ ଯାଆନ୍ତି। ପୂଜା କମିଟି ର ସମସ୍ତ ସଦସ୍ୟ ମାନେ ମଧ୍ୟ ବହୁ ସୁନ୍ଦର ଭାବେ ପୂଜା ସରିଲା ପର୍ଯ୍ୟନ୍ତ ସେଠୀ ରହି ସବୁ ଶହଯୋଗ କରି ଥାଆନ୍ତି।