32.9 C
Balāngīr
Sunday, July 13, 2025

ରାଜଧାନୀରେ ୨ ବାଇକ୍ ଲୁଟେରା ଗିରଫ : ଲୁଟେରାଙ୍କ ମଧ୍ଯରେ ଅଛନ୍ତି ଜଣେ ବିଟେକ ଛାତ୍ର

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୨) : ରାଜଧାନୀରେ ଆତଙ୍କ ଖେଳାଇଥିବା ୨ ବାଇକ୍ ଲୁଟେରା ଗିରଫ । ଖଣ୍ଡଗିରି ଥାନାର ଏକ ମାମଲାର ତଦନ୍ତ ବେଳେ ଧରାପଡ଼ିଛନ୍ତି ଲୁଟେରା ।

ଲୁଟେରାଙ୍କ ନିକଟରୁ ୯ଟି ଦାମୀ ବାଇକ୍ ପୋଲିସ ଜବତ କରିଛି । ଲୁଟେରାଙ୍କ ମଧ୍ୟରେ ଅଛନ୍ତି ଜଣେ ବି.ଟେକ୍ ଛାତ୍ର । ଏକ ସୁନିୟୋଜିତ ଢଙ୍ଗରେ ଏକ ରାକେଟ ଚୋରି କରୁଛନ୍ତି । ମୁଖ୍ୟତଃ ଅପରାଧରେ ଚୋରି ମୋଟର ସାଇକେଲ ବ୍ୟବହାର ହେଉଛି । ଏନେଇ ଏକ ସ୍ପେଶିଆଲ ଡ୍ରାଇଭ୍ କରାଯାଇଛି । ମୋଟର ସାଇକେଲ ଚୋର ଗ୍ୟାଙ୍ଗ ଉପରେ ପୋଲିସର ନଜର ରହିଛି ବୋଲି ଡିସିପି କହିଛନ୍ତି।

ମଧ୍ୟ ପ୍ରଦେଶର ଧାର ଗ୍ୟାଙ୍ଗ ମଧ୍ୟ ଆପାର୍ଟମେଣ୍ଟ ଲୁଟରେ ଚୋରା ମୋଟର ସାଇକେଲ ବ୍ୟବହାର କରିଥିଲେ । ଏହି ଗ୍ୟାଙ୍ଗର ସଦସ୍ୟ ଅର୍ଜ୍ଜୁନ ଆନାରେକୁ ଏନକାଉଣ୍ଟର କରିଥିଲେ । ଦୁଇ ଚୋର ବସନ୍ତ ରାଉତ, ଅଙ୍କିତ ରାଉତ ଗିରଫ ହେବା ପରେ ଜଣା ପଡ଼ିଛି ଅଙ୍କିତ ରାଉତ ଜଣେ ବିଟେକ ଛାତ୍ର ଅଟନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...