32.9 C
Balāngīr
Wednesday, April 30, 2025

ରାୟଗଡ଼ ଉଗାଦି କାର୍ଯ୍ୟକ୍ରମରେ ବାଉଁସରଙ୍କ ମେଳି

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରାୟଗଡ଼ ୩୧/୦୩-ଆପ୍ର): ରାୟଗଡ଼ ସହରରେ ତେଲୁଗୁ ସମ୍ପ୍ରଦାୟର ନୂତନ ବର୍ଷ ପରମ୍ପରା ଅନୁସାରେ ଉଗାଦି ଉତ୍ସବ ଦୁଇଟି ସ୍ଥାନରେ ପୃଥକ୍ ପୃଥକ୍ ଭାବରେ ପାଳନ କରାଯାଉଛି। ତେବେ ଆସିଥିବା ଅତିଥି ଏବଂ କଳାକାର ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭଡ଼ାରେ ବାଉଁସର୍ ମାନଙ୍କୁ ଆଣି ଗୋଟିଏ ପ୍ରକାର ଶକ୍ତି ପ୍ରଦର୍ଶନ କରାଯାଉଛି କି ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋର ଧରିଛି।20ac15c9 f145 443a 98f7 8b57ca943bd4 ରାୟଗଡ଼ ଉଗାଦି କାର୍ଯ୍ୟକ୍ରମରେ ବାଉଁସରଙ୍କ ମେଳି

ଅନ୍ୟପଟେ ଟ୍ରାଫିକ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ମୁଖ୍ୟ ଅତିଥି ମାନଙ୍କୁ ସୁରକ୍ଷା, ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି କଣ ପୁଲିସ୍ ମାନଙ୍କ ଠାରୁ ଅଧିକ ସୁରକ୍ଷା ବାଉଁସର ମାନଙ୍କ ଉପରେ ଅଧିକ ଭରଷା ଓ ବିଶ୍ୱାସ କରୁଛନ୍ତି କି କାର୍ଯ୍ୟକ୍ରମ କରୁଥିବା ଆୟଯୋକ ମାନେ। ସ୍ଥାନୀୟ ପୋଲିସ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଲୋକଙ୍କ ସୁରକ୍ଷା, କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ କରିଥାଆନ୍ତି।

Two Principal Secretaries of PMO, India, Hail from Odisha: A Proud Moment for the State

ଏପରିକି ଆସିଥିବା ଅତିଥି, ଜନ ସାଧାରଣ ଓ କଳାକାର ମାନଙ୍କ ଏକ ପ୍ରକାର ରକ୍ଷା କବଚ ପାଲଟି ଥାଆନ୍ତି। ତେବେ ଏହି ବାଉନ୍ସର୍ ମାନଙ୍କ ଦ୍ଵାରା ଗୋଟିଏ ପ୍ରକାର ପ୍ରହସନ କରିବା ସହ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ୍ ଙ୍କୁ ମଧ୍ୟ ଅପମାନ ବୋଲି ଅନୁମାନ କରାଯାଉଛି।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...