32.9 C
Balāngīr
Friday, April 25, 2025

ରାୟଗଡ଼ ଜିଲ୍ଲା ହିନ୍ଦୁ ସମାଜ ପକ୍ଷରୁ ରେଳ ଷ୍ଟେସନ ଠାରୁ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ପଦଯାତ୍ରା

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ (୧୦/୧୨): ଏକାଠି ହେଲେ ହିନ୍ଦୁ ସମୁହ, ବଙ୍ଗଳା ଦେଶରେ ହେଉଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ବଙ୍ଗଳା ଦେଶରେ ହିନ୍ଦୁ ସମାଜ ପ୍ରତି ଘଟୁଥିବା ଉତ୍ପୀଡନ, ନିର୍ଯାତନା ବିରୋଧ କରି ତତକ୍ଷଣାତ୍ ବନ୍ଦ କରିବା ପାଇଁ ହିନ୍ଦୁ ସମୂହ ଆହ୍ଵାନ ଦେଇଛନ୍ତି।1ca767f7 7161 4765 a9c2 2ec983876f58 ରାୟଗଡ଼ ଜିଲ୍ଲା ହିନ୍ଦୁ ସମାଜ ପକ୍ଷରୁ ରେଳ ଷ୍ଟେସନ ଠାରୁ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ପଦଯାତ୍ରା

ଏପରିକି ହିନ୍ଦୁ ମାନଙ୍କ ମନ୍ଦିର ଭାଙ୍ଗିବା ଓ ଲୁଟ୍ କରିବା ସହ ହିନ୍ଦୁ ଙ୍କ ବ୍ୟବସାୟ ବନ୍ଦ କରାଯାଉଛି। ସରକାରୀ ପଦ ପଦବୀରୁ ବାଧ୍ୟ ହୋଇ ବାହାର କରି ଦିଆ ଯାଉଛି। ହିନ୍ଦୁ ଙ୍କ ସମ୍ପତ୍ତି ଜବତ କରି ଦେଉଛନ୍ତି। ଭାରତର ନିବେଶକ ଓ ଉଦ୍ୟଗି ମାନଙ୍କୁ ବାଧ୍ୟକରି ଭାରତକୁ ପଠାଇ ଦେଉଛି। ଏହି ଭୀଷଣ ପରିସ୍ଥିତି ନିଜ ଆତ୍ମରକ୍ଷା ପାଇଁ ହିନ୍ଦୁ ସମାଜ ଏକାଠି ହୋଇ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାରେ ନିଜର ପ୍ରତିବାଦ ଜଣାଉଛି ଓ ପ୍ରତିକାର ଦାବି କରୁଛି। ତତକ୍ଷଣାତ୍ ଏହିଭଳି ଏହିଭଳି ଗତିବିଧି ବନ୍ଦ କରିବା ଦାବିରେ ରାୟଗଡ଼ ଜିଲ୍ଳାର ହିନ୍ଦୁ ସମୁହ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୱରେ ଜିଲ୍ଲାପାଳ ରାୟଗଡ଼ ଙ୍କୁ ପ୍ରଦାନ କରାଯାଇଅଛି।

ଏହି ପଦଯାତ୍ରାକୁ ସାଫାଲ୍ୟ କରିବା ନିମନ୍ତେ ଶକ୍ତି ବାହୀନି ବ୍ରାହ୍ମଣ ମହିଳା ସମାଜ, ରାୟଗଡ଼ ବ୍ୟବସାୟୀ ସଂଘ, ବଜରଙ୍ଗ ଦଳ, RSS ଦଳ, ଜିଲ୍ଲାର ସମସ୍ତ ମନ୍ଦିର ପୂଜକ ଓ କମିଟି, ୱାକର୍ସ୍ କ୍ଲବ୍, ଅନେକ ଗୁଡ଼ିଏ ମହିଳା ସଂଘଠନ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଯୁବକ ସଂଘ ଗୁଡ଼ିକ ଏହି ପଦଯାତ୍ରାକୁ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ୍ ହେଇଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...