32.9 C
Balāngīr
Wednesday, April 23, 2025

ଲଘୁଚାପ ପ୍ରଭାବରେ ସବୁ ମାନ୍ଦା

Must read

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୧/୧୨) : କନ୍ଧମାଳ ଜିଲ୍ଲା ରାଇକିଆ ହଉ କି ଅନ୍ୟ କେତେକ ଜାଗା ରେ ଲଘୁଚାପ ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହୋଇଛି। ପାଗ ମେଘୁଆ ସହ କୋହଲା ପବନ ବୋହୁଥିଲା ।WhatsApp Image 2024 12 20 at 17.38.11 ଲଘୁଚାପ ପ୍ରଭାବରେ ସବୁ ମାନ୍ଦା

କିନ୍ତୁ ଆଜି ଶୁକ୍ରବାର ବର୍ଷା ଜାରିରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବହୁ ବିଲ ଗୁଡ଼ିକ ରେଧାନକଟା କାର୍ଯ୍ୟ ଚାଲିଥିବାରୁ ଧାନଫସଲ ନଷ୍ଟ ହେବା ଆଶଙ୍କା କରାଯାଇଛି। ବର୍ଷା ସହ କୋହଲା ପବନ ଯୋଗୁ ଶୀତର ପ୍ରଭାବ ଅଧିକ ଦେଖିବାକୁ ମିଳିଛ । ଆଗକୁ ବଡ଼ ଦିନ ରହିଥିବାରୁ ଅଞ୍ଚଳବାସୀ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବଜାର ଯିବା କଷ୍ଟକର ହୋଇପଡ଼ିଛି । କାମଧନ୍ଦା ନିମନ୍ତେ ବାହାରକୁ ଯିବା ଲୋକଙ୍କ ପାଇଁ ବାଧା ସୃଷ୍ଟି କରିଛି । ସବୁ ଦୋକାନ ବଜାର, ଛୋଟ ଗାଡ଼ି, ବାଲା ମଧ୍ୟ ଖାଁ ଖାଁ ହୋଇ ଥିବା ଦେଖି ବାକୁ ମିଳୁ ଅଛି।ଏହି ଲଘୁ ଚାପ ବର୍ଷା ପାଇଁ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...