32.9 C
Balāngīr
Tuesday, May 13, 2025

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ମୁନିଗୁଡ଼ା, (୨/୫) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ଅନ୍ତର୍ଗତ ଶିଵପଦର ଗ୍ରାମ ପାୟତର ଉଚ୍ଚ ବିଦ୍ୟାଳୟ ବନମାଳୀ ଶିକ୍ଷା ନିକେତନ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କିଶୋରୀ ବେହେରାଙ୍କ ସଂଯୋଜନାରେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ଲେଙ୍କାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 05 02 at 20.11.03 ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଶ୍ରୀ ଲେଙ୍କା ଦୀର୍ଘ ୩୧ ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ଜଣେ କର୍ତ୍ତବ୍ୟ ନିଷ୍ଠ ସହକାରୀ ଶିକ୍ଷକ ରୁପେ କାର୍ଯ୍ୟ କରିଆସୁଥିଲେ । ବେସରକାରୀ ଭାବେ ୧୯୯୩ ମସିହାରେ ଗଡ଼ି ଉଠିଥିବା ଏହି ଶିକ୍ଷାନୁଷ୍ଠାନ ଟି ୨୦୦୪ ମସିହା ସରକାରଙ୍କ ଠାରୁ ବ୍ଳକ ଗ୍ରାଣ୍ଡ ପାଇଁ ୨୦୧୭ ମସିହାରେ ନୃତନ ଅନୁଦାନ ପ୍ରାପ୍ତ ରୂପେ ପରିଗଣିତ ହୋଇଥିଲା । ଶ୍ରୀ ଲେଙ୍କା ନିଜର କର୍ତ୍ତବ୍ୟ ନିଷ୍ଠ ଯୋଗୁଁ ଏହି ଅଞ୍ଚଳରେ ଲୋକପ୍ରିୟତା ହାସଲ କରିପାରିଥିଲା । ତାଙ୍କର ଅବସର ଏହି ଅଞ୍ଚଳରେ ଛାତ୍ରଛାତ୍ରୀ, ଅଭିଭାବକ ମହଲରେ ଦୁଃଖ ଭରିଦେଇଛି ।

ଏହି ସମୃର୍ଦ୍ଧନା ଉତ୍ସବରେ ବହୁ ସଂଖ୍ୟାରେ ପୂରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟର ଶିକ୍ଷକ ,ଶିକ୍ଷୟିତ୍ରୀ , ପରିଚାଳନାର କମିଟିର ସଦସ୍ୟ ମାନେ ଉପସ୍ଥିତ ମାନପତ୍ର ଓ ଉପଡୈକନ ସହ ବିଭିନ୍ନ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ତରୁଣ କୁମାର ସାହୁ, କେଦାର ନାଥ ମାହାନ୍ତି,ସୁବୋଧ ଚନ୍ଦ୍ର ସାହୁ,ସନ୍ତୋଷ କୁମାର ବେହେରା, ରମେଶ ଚନ୍ଦ୍ର ମହାରଣା ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଗଣ ଚନ୍ଦ୍ର ଶେଖର ବେହେରା,ଚୈତନ୍ୟ ହାତୀ,ରଞ୍ଜନ କୁମାର ସାହୁକାର,ବିନାୟକ କୁମାର ତୁଳ,ଜୀତେନ୍ଦ୍ର କୁମାର ସାହୁକାର, ଦୁତୀଆ ଶବର,ଜାହ୍ନବୀ ଜୁଆଦ, ବୈକୁଣ୍ଠ ସାହୁ , ଆଦି ଉପସ୍ଥିତ ରହି ଲେଙ୍କାଙ୍କର ଅବସରରେ ଦୀର୍ଘ ଏବଂ ନିରୋଗ ଜୀଵନ ପାଇଁ ପ୍ରାର୍ଥନା କରିଥିଲେ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...