32.9 C
Balāngīr
Friday, April 25, 2025

ଶିକ୍ଷକ ଙ୍କୁ ମାଣ୍ଡିଆ ଲୋଡୁ ଟେନସନ !

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

କାଶୀନଗର (୩୦/୦୩-ଆପ୍ର): ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ରେ ଏଣିକି ପୃଷ୍ଟିକର ମାଣ୍ଡିଆ ଲୋଡୁ ଦେବାକୁ ଘୋଷଣା କରିଛନ୍ତି ଯାହାକି ଶିକ୍ଷକ ମନଙ୍କ ପାଇଁ ଟେନସନ ର କାରଣ ହୋଇଛି | ପି ଏମ ପୋଷଣ ଓ ମଧ୍ୟାହ୍ନ ଭୋଜନ ରେ ସରକାର ଅମୁଲଚୂଳ ପରିବର୍ତନ ଆଣିବାକୁ ଘୋଷଣା କରିଛନ୍ତି |

ସପ୍ତାହ ରେ ତିନିଥର ଅଣ୍ଡା ତରକାରୀ, ତିନିଦିନ ଡାଲମା ଓ ସୋୟା ତରକାରୀ ସହ ପୌଷ୍ଟିକ ମାଣ୍ଡିଆ ଲୋଡୁ ଦେବାକୁ କହିଛନ୍ତି | ଯେଉଁ ବିଦ୍ୟାଳୟ ରେ ଗ୍ରୁପ ରନ୍ଧା କାର୍ଯ୍ୟ କରୁଛନ୍ତି ସେଇଠି ଚିନ୍ତା ନାହିଁ | ଜରୁନ ବିଦ୍ୟାଳୟ ନିଜେ ପାଚିକା ଙ୍କ ହାତ ରେ ରନ୍ଧା କରୁଛନ୍ତି ସେମାନେ ଏବେ ଚିନ୍ତାରେ | ଲୋଡୁ ର ଗୁଣବତା କିଭଳି ରହିବ, କିଏ ଓ କେଉଁଠି ତିଆରି କରିବ ସେ ନେଇ ଶିକ୍ଷକ ସମାଜ ଏବେ ଟେନସେନ ¡ ହଠାତ ଆସନ୍ତା ଦୁଇ ତାରିଖ ରୁ ଏହା ଲୋଦି ଦେବା ଠିକ ନୁଁହ, ଶିକ୍ଷା ବିଭାଗ ରେ ଦିନ କୁ ଗୋଟେ ଚିଠି ଦିନ କୁ ଗୋଟେ ନିୟମ ଶିକ୍ଷକ ଙ୍କୁ ଅତିଷ୍ଠ କରିପକାଉ ଥିବା ସେମନେ ଅଭିଯୋଗ କରିଛନ୍ତି |

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...