32.9 C
Balāngīr
Thursday, July 10, 2025

ଶିକ୍ଷକ ତଥା ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ବିୟୋଗରେ ଶୋକ ସଭା ଅନଷ୍ଠିତ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୮) : ପଣ୍ଡିତ ଗୁଣ ସାଗର ପଣ୍ଡାଙ୍କ ବିୟୋଗ ରେ ଆଜି ପତଞ୍ଜଳି ଯୋଗ ସମିତି ପକ୍ଷରୁ ଫରେଷ୍ଟ ସ୍ମାର୍ଟ ପାର୍କ ଠାରେ ଓ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ମନମୁଣ୍ଡା ଶୈବ ପୀଠ ଠାରେ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି l

ପତଞ୍ଜଳି ଯୋଗ ସମିତି ର ସଭାପତି ଗୋପାଳ ନେଗୀ ଙ୍କ ସଭାପତିତ୍ବ ରେ ପାର୍କ ଠାରେ ଅନୁଷ୍ଠିତ ଶୋକ ସଭାରେ ଓ ସ୍ୱଚ୍ଛ ଭାରତ ସଭାପତି ସାୟଦ ଅଲିମୂଲ୍ ଇସଲାମ ଙ୍କ ସଭାପତିତ୍ବ ରେ ମନମୁଣ୍ଡl ଠାରେ ଅନୁଷ୍ଠିତ ସ୍ମୃତି ସଭାରେ ସ୍ୱର୍ଗୀୟ ପଣ୍ଡିତ ତଥା ଆଦର୍ଶ ଶିକ୍ଷକ ଗୁଣ ସାଗର ଙ୍କ ଗୁଣ ଗାନ କରାଯାଇଥିଲା l ଓ ଜ୍ୟୋତିର୍ବିଦ୍ୟା ଶାସ୍ତ୍ର ରେ ଓ ଶିକ୍ଷକତା ରେ ଶ୍ରୀ ପଣ୍ଡା ଙ୍କ ଖୁବ୍ ପାରଦର୍ଶିତା ଥିବାରୁ ତାଙ୍କୁ ଅନେକ ଉପାଧି ରେ କୋଶଳ ପଣ୍ତିତ ମହାସଭା ରେ ଭୂଷିତ କରଯାଇଥିଲା ବୋଲି ବକ୍ତା ମାନେ ମତ ପ୍ରକାଶ କରି ସେ ଜଣେ ଭଦ୍ର ନମ୍ର ସରଳ ଉଦାର ଓ ଜ୍ଞାନୀ ଗୁଣୀ ବ୍ୟକ୍ତି ଥିବାରୁ ଶ୍ରୀ ଗୁଣ ସାଗର ଙ୍କ ଗୁଣ ଜ୍ଞାନ କୁ ସାଗର ସହିତ ତୁଳନା କରି ତାଙ୍କ ନାଁ କୁ ସାର୍ଥକ କରିଥିଲେ ବୋଲି ମତ ରଖିଥିଲେ l ସଭାକୁ ମନୋରଞ୍ଜନ ତ୍ରୀପାଠୀ ଓ ରବୀନ୍ଦ୍ର ଜେନା ସଂଯୋଜନା କରିଥିବା ବେଳେ ଉଭୟ ସଭାରେ ଉଭୟ ସଂଗଠନ ର ସମସ୍ତ ସଭ୍ୟ ଯୋଗ ଦେଇ ସାମୁହିକ ଭାବରେ ତିନି ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...