32.9 C
Balāngīr
Tuesday, May 13, 2025

ଶୀତଳଷଷ୍ଠୀ ମହୋତ୍ସବ ପାଇଁ ପିତାମାତା ଚୟନ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ସୁବର୍ଣ୍ଣପୁର, (୦୮/୦୫) : ଆ.ପ୍ର : ଚଳିତ ବର୍ଷ ମେ ୨୭ ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଶେଷ୍ଵର ମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ଥିବା ଶୀତଳଷଷ୍ଠୀ ମହୋତ୍ସବ ୨୦୨୫ ପାଇଁ ଦେବଦେବ ମହାଦେବ ଓ ମାତା ପାର୍ବତୀ ଦେବୀଙ୍କ ପିତାମାତା ଚୂଡାନ୍ତ ହୋଇଯାଇଛି lWhatsApp Image 2025 05 09 at 09.20.55 ଶୀତଳଷଷ୍ଠୀ ମହୋତ୍ସବ ପାଇଁ ପିତାମାତା ଚୟନ

କ୍ଷୀରୋଦ ଚନ୍ଦ୍ର ସାମନ୍ତରାୟ (ମୁକେଶ ) ଓ ତାଙ୍କ ଧର୍ମପତ୍ନୀ ମୌସୁମୀ ରାଣୀ ମିଶ୍ର  ବିଶେଷ୍ଵର ବାବାଙ୍କ ପିତାମାତା ଦାୟିତ୍ୱ ତୁଲାଉ ଥିବା ବେଳେ ଶ୍ୟାମ ସୁନ୍ଦର ମେହେର ଓ ପତ୍ନୀ ସୀମା ମେହେର ମାତା ପାର୍ବତୀ ଙ୍କ ପିତାମାତା ଦାୟିତ୍ୱ ନିର୍ବାହ କରିବେ l ଏହି ଅବସରରେ ପ୍ରଭୁ ଶିବଙ୍କୁ ପୁଅ ରୂପେ ପାଇବା ନେଇ ମୁକେଶ ଓ ମୌସୁମୀ ବେଶ ଖୁସିରେ ଆତ୍ମହରା ହୋଇ କେଉଁ ଜନ୍ମ ର ପୁଣ୍ୟ ବଳେ ଆମ୍ଭେ ପତିପତ୍ନୀ ଦୁହେଁ ଦେବଦେବ ମହାଦେବଙ୍କ ପିତାମାତା ହେବାର ସୁଯୋଗ ପାଇଛୁ l ତେଣୁ ତାଙ୍କର ଅପାର କୃପା ଆମ୍ଭ ପ୍ରତି ରହିବ ବୋଲି ପ୍ରକାଶ କରିଥିଲେ l ସେହିପରି ଭାଗ୍ୟରେ ଥିଲେ ମାଁ ପାର୍ବତୀ ଦେବୀଙ୍କୁ ଝିଅ ପାଇବା ମିଳେ l ଅମର ସୌଭାଗ୍ୟ ଯେ ମାଁ ପାର୍ବତୀ ଙ୍କ ପିତାମାତା ହେବାର ସୁଯୋଗ ମିଳିଛି l ଝିଅ ବାହାଘର ସମସ୍ତ ବନ୍ଧୁବାନ୍ଧବ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତ ରେ ବହୁତ ଧୂମଧାମ ରେ ପାଳିତ ହେବ ବୋଲି ଶ୍ୟାମ ସୁନ୍ଦର ଓ ସୀମା କହିଛନ୍ତି l

ଆଜିକା ବୈଠକ ରେ ସଭାପତି ପୂର୍ଣଚନ୍ଦ୍ର ମେହେର, ସମ୍ପାଦକ ଚରଣ ମେହେର, ସାହସମ୍ପାଦକ ସମ୍ବିତ ନେପାକ, କୋଷାଧକ୍ଷ ସଞ୍ଜୟ ଦାସ, ଉପଦେଷ୍ଟା ମଣ୍ଡଳୀ ର ମାନଗୋବିନ୍ଦ ମେହେର ଡମ୍ବରୁ ଧର ମେହେର, ହରିଭକ୍ତ ମେହେର, ପୂଜକ ଉମାବଲ୍ଲଵ ଷଢଙ୍ଗୀ, ନାରାୟଣ ପାଢ଼ୀ, ସକ୍ରିୟ ସଦସ୍ୟ ସନ୍ତୋଷ ସାମନ୍ତରା ତ୍ରିନାଥ ସେଠି ଶ୍ରୀକାନ୍ତ ସାହୁ ଗନ୍ଧର୍ବ ମାହାର ମହାବୀର ପ୍ରସାଦ ଅଗ୍ରୱାଲ, ଗୋବିନ୍ଦ ମାହାଣl ଆଲୋକ ହୋତା, ଭୁବନେଶ୍ୱର ପାତ୍ର, ପ୍ରଦୀପ ମେହେର  ଦୀନବନ୍ଧୁ ମେହେର, ଭିବିଷଣ ମେହେର, ପ୍ରମୁଖ ଉପସ୍ଥିତ ଥିଲେ l

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...