32.9 C
Balāngīr
Thursday, June 12, 2025

ଶୈବ ପୀଠ ମିନା ଝୁଲା ଠାରେ ବାବା ମୀନକେତନ ମହା ପ୍ରଭୁ ଙ୍କ ବିବାହ କାର୍ଯ୍ୟ କର୍ମ ଧୁମ୍ ଧାମରେ ଅନୁଷ୍ଠିତ

Must read

ଚନ୍ଦ୍ରପୁର, (୧/୬) : ଆପ୍ର. : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀ ମିନଝୁଲା ବାବା ଶ୍ରୀ ମୀନକେତନ ମହା ପ୍ରଭୁ ଶୁଭ ବିବାହ କାର୍ଯ୍ୟକ୍ରମ ଅତି ଧୁମ୍ ଧାମରେ ପାଳନ ହୋଇଯାଇଛି ।

ବବା ଜନକାନନ୍ଧ ଗିରି ଜନକଲ୍ୟଣ ଆଶ୍ରମ ଟ୍ରଷ୍ଟ ମୂଖ୍ୟ ପରିଚାଳକ ଦ୍ୱାରା ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ମୁନିଗୁଡ଼ା ଗ୍ରାମ ର k ଦୁଃଖୀ ଶ୍ୟାମ ସୁବୁଦ୍ଧି ବାବା ମୀନକେତନ ମହା ପ୍ରଭୁ ଙ୍କ ବର ପିତା ସାଜିଥିଲେ ବର ମା କେ ଲିଲି ସୁବୁଦ୍ଧି ଓ ମା ପାର୍ବତୀକୁ କନ୍ୟା ରୂପେ ଗ୍ରହଣ କରି ତାଙ୍କ ର ପିତା ହିସାବ ରେ ଧର୍ମେନ୍ଦ୍ର ପାତ୍ର ଓଁ ମା ରୁପେ ସିଲାମଣି ପାତ୍ର ଯୋଗ ଦାନ କରି ଶିବ ଶ୍ରୀ ମୀନକେତନ ମହା ପ୍ରଭୁ ଙ୍କ ଶୁଭ ବିବାହ କାର୍ଯ୍ୟ କର୍ମ ଅତି ଧୁମ୍ ଧାମରେ ପାଳନ କରି କନ୍ୟା ଦାନ ଅତୁଳନୀୟ ଅବଦାନ ବହନ କରି ଥିଲେ।

ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା କୋଣ ଅନୁକୋଣ ରୁ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳି ଥିଲା। ପ୍ରସାଦ ସେବନ ସହ ଭକ୍ତ ମାନଙ୍କ ରହିବା ର ସୁବିଧା ଉପଲବ୍ଧ କରା ଯାଇଥିଲ । ପୁରୋହିତ ଗୁଡ଼ାରୀ ଗ୍ରାମ ର ପୁରୋହିତ ଦୁର୍ଗା ନନ୍ଦ, ରବି ଖାଡ଼ଙ୍ଗା, ଦୌତାରୀ ବ୍ରହ୍ମା ଓ ମୁନିଗୁଡା ଶତପଥି ଓ ବଳିଆ ପଣ୍ଡା ଯୋଗ ଦାନ କରିକାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ୧୦୦ଶହ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳେଥିଲା ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...