32.9 C
Balāngīr
Saturday, July 12, 2025

ଶ୍ରାବଣ ମାସ ର ଚାରି ପାଳିରେ ରାଇକିଆ ରୁ ଚକାପାଦ ମନ୍ଦିରକୁ ବହୁ ଗହଳି

Must read

ରିପୋର୍ଟ : ଜଗଦୀଶ ଦାସ
ରାଇକିଆ, (୧୨/୦୮) : ଶ୍ରାବଣ ମାସର ଚାରି ସୋମବାରରେ ରାଇକିଆ ରୁ ଚକାପାଦ ମନ୍ଦିର, ଓ ବାବା ବାଲୁଙ୍କେ ଶ୍ଵର ଦିଗି ମନ୍ଦିର ବା ମହାପ୍ରଭୁଙ୍କୁ ରାଇକିଆ ଓ ବହୁ ଦୂର ଜାଗାରୁ ଜଳାଭିଷେକ କରିବା ପାଇଁ ଯାଇଛନ୍ତି ।

ଏହି ପରି ଶ୍ରାବଣ ମାସରେ ବହୁ ଲୋକ ମାନେ ମଧ୍ୟ ଜଳାଭିଷେକ କରିବା ପାଇଁ ବହୁ ଜାଗା କୁ ଯାଇ ଥାଆନ୍ତି। ଭୋଲ୍ ବମ୍ କହି କହି ରାସ୍ତା ରେ ଯାଇ ଥାଆନ୍ତି ଓବାବାଙ୍କ ନାମ ଜପିଥାଆନ୍ତି, ଓ ସୋମ ବାର ମନ୍ଦିର କୁ ପହଞ୍ଚିଲେ ବହୁ ସୁନ୍ଦର ଭାବେ ପାଣି ଢାଳି,ପୂଜା କରାଯାଇ ଥାଏ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...