32.9 C
Balāngīr
Sunday, July 20, 2025

ଶ୍ରାବଣ ର ତୃତୀୟ ସୋମବାର; ସୁବର୍ଣ୍ଣପୁର ସମେତ ଜିଲ୍ଲା ର ସମସ୍ତ ଶିବାଳୟ ମାନଙ୍କରେ କାଉଡିଆଙ୍କ ଭିଡ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୮) : ଅଷ୍ଟ ଶମ୍ଭୁ ଙ୍କ ପୀଠ ସୁବର୍ଣ୍ଣପୁର ଠାରେ ଶ୍ରାବଣ ର ତୃତୀୟ ସୋମବାର ରେ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଏଥିପାଇଁ ସକାଳୁ ସହରର ବାବା ସୁବର୍ଣ୍ଣ ମେରୁ, ରାମେଶ୍ୱର, ପଞ୍ଚରଥ ମନ୍ଦିର, ଗୋକର୍ଣ୍ଣେଶ୍ଵର, ପଶ୍ଚିମ ସୋମନାଥ, ଲୋକନାଥ, ଖୁକୁଡେଶ୍ଵର ମହାଦେବ ପ୍ରଭୃତି ମନ୍ଦିର ମାନଙ୍କରେ ଶତାଧିକ କାଉଡିଆ ପବିତ୍ର ମହାନଦୀ ର ସଙ୍ଗମ ସ୍ଥଳୀରୁ ପାଣି ଉଠାଇ ସମସ୍ତ ଶିବ ମନ୍ଦିର ରେ ଜଳାଭିଷେକ କରିଥିଲେ । ଏଥିପାଇଁ ମନ୍ଦିର କମିଟି ମାନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଅନେକ ଦାତବ୍ୟ ଅନୁଷ୍ଠାନ ମାନଙ୍କ ଦ୍ଵାରା ବିଭିନ୍ନ ମନ୍ଦିର ପରିସରରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

ସେହିପରି ଜିଲ୍ଲାର ହରଡ଼ଖୋଲ ପଂଚାୟତ ର ବୈଦ୍ୟନାଥର କୋଶଳେଶ୍ୱର ବାବା, ଚରଦା ର କପିଳେଶ୍ୱର, ବିନିକା ର ଯୋଗେଶ୍ୱର, ଚମ୍ପାମାଳ ର ଚମ୍ପେଶ୍ୱର, ବୀରମହାରାଜପୁର ଉପଖଣ୍ଡ ର ଗୋଧନେଶ୍ୱର ବାବା ପ୍ରଭୃତି ପ୍ରସିଦ୍ଧ ଶୈବପୀଠ ମାନଙ୍କରେ ଭକ୍ତ ଙ୍କ ପ୍ରବଳ ଜନଗହଳି ପରିଲକ୍ଷିତ ହେବାସହ ବୋଲବମ୍ ଓ ହରହର ମହାଦେବ ଧ୍ୱନୀ ରେ ସମସ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଛି l

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...