32.9 C
Balāngīr
Sunday, July 13, 2025

ଶ୍ରୀ ଶ୍ରୀ ତୁମ୍ବେଶ୍ୱର ଶିଶୁ ମନ୍ଦିର ର ୯ ବାର୍ଷିକ ଉତ୍ସବ ଅନୁଷ୍ଠିତ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ଶୁଭଙ୍କର ଦାଶ
ପୁରୁଷୋତ୍ତମପୁର, (୧୭/୦୨) : ପ୍ରତାପପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ତୁମ୍ବେଶ୍ୱର ଶିଶୁ ମନ୍ଦିର ଠାରେ ନବମ ବାର୍ଷିକ ଉତ୍ସବ ଅନୁଷ୍ଠାନ ର ସମ୍ପାଦକ ଅଜୟ କୁମାର ପାଣୀ ଗ୍ରାହୀଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 02 16 at 20.59.38 1 ଶ୍ରୀ ଶ୍ରୀ ତୁମ୍ବେଶ୍ୱର ଶିଶୁ ମନ୍ଦିର ର ୯ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରତାପୁର ସରପଞ୍ଚ ଦାଶ ବେହେରା, ମୁଖ୍ୟ ବକ୍ତା ଭାବେ ଏ ବିଇ ଓ ସିମାଞ୍ଚଳ ରଥ ସାର, ବିଦ୍ୟାଳୟ ର ସଭାପତି ପ୍ରଭାକର ରାଉଳ ପ୍ରଧାନ ଆଚାର୍ଯ୍ୟ ନୀଳକଣ୍ଠ ବେହେରା, ସମ୍ମାନିତ ଅତିଥି ଭାବେ ପ୍ରତାପପୁର କ୍ଲଷ୍ଟର ର ସିଆର ସିସି ପୂର୍ଣ୍ଣ ଚନ୍ଦ୍ର ନାୟକ, ହାଣ୍ଡିଘର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ମହାପାତ୍ର,ପ୍ରତାପୁର ପଞ୍ଚାୟତ ର ସମିତି ସଭ୍ୟା ଶୁଷମା ପାତ୍ର,ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ ଓ S. ନାଗେଶ୍ୱର ସୁବୁଦ୍ଧି ମଞ୍ଚାସିନ ଥିଲେ ।

ସମ୍ପାଦକ ପ୍ରଥମେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ସରପଞ୍ଚ ଦାଶ ବେହେରା ପିଲାମାନେ ଭଲ ପାଠ ପଡି ଭଲ ମଣିଷ ହୋଇ ଦେଶ ମାତୃକାର ନାମ ରଖିବାକୁ କହିଥିଲେ । ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସିମାଞ୍ଚଳ ରଥ ପିଲା ମାନଙ୍କୁ ମନ ମତା ଣିଆ କଥା କହି ଖୁସି କରିଦେଇଥିଲେ । ଏବଂ ଅନ୍ୟ ସମ୍ମାନିତ ଅତିଥି ତଥା ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ପିଲାମାନେ ଦୁଇଟି ଜିନିଷ କୁ ଧ୍ୟାନ ଦେବାକୁ କହିଥିଲେ | ପ୍ରଥମଟି ହେଲାପିତା, ମାତା ସେବା ସହିତ ଗୁରୁସେବା ଓ ଦ୍ୱତୀୟଟି ହେଲା ପାଠ ପଢିଧର୍ଯ୍ୟ ଓସାହସ ରଖିସଫଳ ତାରେ ପହଞ୍ଚାଇବାକୁ ହେବ କହିଥିଲେ ।

ଶେଷରେ ପିଲାମାନେ ମନ ମୁଗ୍ଧକାର ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି ଓ ଅଭିଭାବକ ତଥା ଦର୍ଶକ ଙ୍କ ହୃଦୟ କୁଛୁଇଁ ପାରିଥିଲେ | ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଗୁରୁମା, ପ୍ରିୟଙ୍କା ସାହୁ, ସଙ୍ଗୀତା ସାହୁ, ପୂଜା ସାହୁ, ପ୍ରକାଶିନି ସାହୁ, ମୋନାଲିଶା ଗୌଡ଼, ରେଣୁବାଳା ମହାପାତ୍ର, ଙ୍କ ସହ ସେବିକା କବିତା ମହାପାତ୍ର ଏ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗରେ ବାର୍ଷିକ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା | ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନୀଳକଣ୍ଠ ବେହେରା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...