32.9 C
Balāngīr
Sunday, July 20, 2025

ସଡକ ଦୁର୍ଘଟଣାରେ ଜୀବନ ରକ୍ଷକ ମାନଙ୍କ ପ୍ରଥମ ଭୂମିକା ଉପରେ ତାଲିମ୍‍

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା(୩୦/୧୧) : ଦେଶର ଦୈନିକ ସଡକ ଦୁର୍ଘଟଣାରେ ଜୀବନ ହାନି ଘଟୁଥିବା ରୁ ସେହି ସମୟରେ କ୍ଷତ ବିକ୍ଷତ ମାନଙ୍କ ପାଖରେ ତତକ୍ଷଣାତ ପହଞ୍ଚି ସେମାନଙ୍କ ଜୀବନ ରକ୍ଷା କରିବା ଉପରେ ତାଲିମ ପ୍ରଦାନ କରାଯାଇଛି lb43e1eee 94b2 4a96 800e 898b7adabeeb ସଡକ ଦୁର୍ଘଟଣାରେ ଜୀବନ ରକ୍ଷକ ମାନଙ୍କ ପ୍ରଥମ ଭୂମିକା ଉପରେ ତାଲିମ୍‍

ସଡ଼କରେ ଦୁର୍ଘଟଣା ଘଟିଲେ ରାଜ୍ୟ ସଡକ ପରିବହନ କର୍ତ୍ତୃପକ୍ଷ ଓ ଭାରତୀୟ ରେଡ୍‍କ୍ରସ ସୋସାଇଟ ଓଡିଶା ର ମିଳିତ ପ୍ରଯୋଜନାରେ ରାୟଗଡ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗତ ୨୯/୧୧/୨୧ରିଖ ଏବଂ ବିଷମକଟକରେ ଆଜ ତା ୩୦/୧୧/୨୧ରିଖ ଦୁଇଦିନିଆ ତାଲିମ୍‍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଡକ ଦୁର୍ଘଟଣାରେ ଜୀବନ ରକ୍ଷକ ମାନଙ୍କ ପ୍ରଥମ ଭୂମିକା ଉପରେ ପ୍ରଥମ ଦିନ ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ଶ୍ରୀ ଶଙ୍କର ପ୍ରସାଦ ଦ୍ୱିବେଦି ଯୋଗଦେଇ ନିଜର ସୁରକ୍ଷା ପାଇଁ ହେଲ୍‍ମେଟ ବ୍ୟବହାର ଉପରେ ଗୁରୁତ୍ୱ ଦେବା ସହ ଗାଡି ଗାଡି ଚଳାଇବାବେଳେ ସତର୍କତା ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଥିଲେ ।305d0dd4 1433 47b6 a660 a64544a86aaa ସଡକ ଦୁର୍ଘଟଣାରେ ଜୀବନ ରକ୍ଷକ ମାନଙ୍କ ପ୍ରଥମ ଭୂମିକା ଉପରେ ତାଲିମ୍‍

ସେହିପରି ଦୁର୍ଘଟଣା ସମୟରେ ପାଖରେ ଥିଲେ ସ୍ୱେଚ୍ଛାସେବୀ ହିସାବରେ ପ୍ରଥମ ଜୀବନ ବଞ୍ଚାଇବା ହେଉଛି ପ୍ରଥମ କର୍ତ୍ତବ୍ୟ, ସେହିପରି ଟାଉନ୍‍ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଶ୍ମୀରଞ୍ଜନ ପ୍ରଧାନ ଗାଡି ଚାଳକ ମାନଙ୍କ ବେପାରୁଆ ଓ ମଦପିଇ ଗାଡି ଚଳାଉଥିବା ହେତୁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଥିବା ପ୍ରକାଶ କରିଥିଲେ ।

ସେହିପରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ସିଭିଲ ଡିଫେନ୍‍ସ ଅଫିସର, ଅପୂର୍ବ ପଟ୍ଟନାୟକ, ଡଃ. ରତିକାନ୍ତ ଦାଶ, ଅଭିଷେଖ ସିଂହ, ସତୃଘ୍ନ ବାରିକ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ । ଆର୍‍ଟିଓ ହେମେନ୍ଦ୍ରନାଥ ନାଏକ ଧନ୍ୟବାଦ ଦେଇଥିଲେ । ସେହିପରି ବିଷମକଟକ ଠାରେ ମଧ୍ୟନୁରୂପ ଭାବେ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ୍‍ ପ୍ରଦାନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...