ରାୟଗଡା, (୨୮/୦୩: ଆପ୍ର. : ତା ୨୬ -୦୩ -୨୦୨୫ ରିଖ ଦିନ ସରକାରୀ (S S D) ଉଚ୍ଚ ବିଦ୍ୟାଳୟ, ତlଡ଼ମା ରେ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅଥିତି ଭାବେ ଶ୍ରୀ ଯୁକ୍ତ ଚନ୍ଦ୍ରକାନ୍ତ ମାଝୀ ପ୍ରକଳ୍ପ ପ୍ରଶାସକ, ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡା ଯୋଗ ଦେଇଥିଲେ l
ଏହି ଉତ୍ସବ ରେ ଅନ୍ୟ ସମlନୀୟ ଅତିଥି ଭlଵେ ଶ୍ରୀଯୁକ୍ତ ସୁନ୍ଦୀପ ଦାସ ଗୋଷ୍ଟି ଶିକ୍ଷା ଅଧିକାରୀ, ରାୟଗଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ଓ ଶ୍ରୀ ସୁରେଶ ଚନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ଯୁକ୍ତ ଟୁନା କାଡରକା ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ମୁଖ୍ୟ ବ୍ୟକ୍ତl ଭାବେ ଜିଲ୍ଲା ଶିକ୍ଷା ମଣ୍ଡଳ ଧାରୀ (SSD)ରାୟଗଡା ଶ୍ରୀ ଶ୍ୟାମ ଘନ ଭୂୟାଁ ସଭାକୁ ସମ୍ଭର୍ଧନl କରିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀ ନାରାୟଣ ପାଳ, ପ୍ରଦୀପ ପ୍ରଜ୍ଜଲନ କରିଥିଲେ ଏବଂ ସଭାକୁ ସ୍ୱାଗତ କରିବା ସହ ବିଦ୍ୟାଳୟ ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ଅଥିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ଏବଂ ତତ୍ପରେ ଛାତ୍ର ଛାତ୍ରୀ ମାନେ ସାସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଶ୍ରୀ ଶ୍ରୀଧର ପଟନାୟକ ସଭା ସଞ୍ଚlଳନ କରିଥିଲେ |