ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି ।
ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା ବେଳେ ଶିକ୍ଷକ ଚିନ୍ମୟ କୁମାର ମିଶ୍ର, ଜନାର୍ଦ୍ଦନ ମହାନ୍ତ, ପବିତ୍ର ମୋହନ ମହାନ୍ତ, ଖେଳ ଶିକ୍ଷକ ଶୁକଦେବ ମହାନ୍ତ, ହିନ୍ଦି ଶିକ୍ଷକ ଦୀନବନ୍ଧୁ ଦେହୁରୀ, ଶିକ୍ଷୟିତ୍ରୀ ନୀନା ମିଶ୍ର ଓ ସମାଜସେବୀ ଜତିନ୍ଦ୍ର ନାଥ ଦାଶ ,ସଞ୍ଜୟ କୁମାର ପଲେଇ, ହରିଶ୍ ମହାନ୍ତ ,ତ୍ରିନାଥ ମହାନ୍ତ, ଗୋପୀନାଥ ଦେହୁରୀ, କାହ୍ନୁଚରଣ ଦେହୁରୀ ଆଦି ଅଭିଭାବକ ମାନେ ଉପସ୍ଥିତ ରହିଥିଲେ ।