32.9 C
Balāngīr
Tuesday, July 15, 2025

ସାଧାରଣ ଗରିବ ହିତାଧିକାରୀଙ୍କ ଚାଉଳ ହଡପ କରି ଆସୁଥିଲେ ବ୍ଲକ ଅଧ୍ୟକ୍ଷା

Must read

ବଲାଙ୍ଗୀର/ଟିଟିଲାଗଡ, (୨୩/୦୩) : ଆ.ପ୍ର. : ସାଧାରଣ ଗରିବ ହିତାଧିକାରୀଙ୍କୁ ସରକାର ଙ୍କ ତରଫରୁ ମାସିକ ଚାଉଳ କାର୍ଡ ପ୍ରଦାନ ସହ ବିଭିନ୍ନ ସହାୟତା ଯୋଗାଇ ଦିଆଯାଇ ଆସୁଛି ।WhatsApp Image 2025 03 23 at 19.12.33 1 ସାଧାରଣ ଗରିବ ହିତାଧିକାରୀଙ୍କ ଚାଉଳ ହଡପ କରି ଆସୁଥିଲେ ବ୍ଲକ ଅଧ୍ୟକ୍ଷା

ସାଧାରଣ ଗରିବ ହିତାଧିକାରୀଙ୍କ ଚାଉଳ ହଡପ କରି ଆସୁଥିଲେ ବ୍ଲକ ଅଧ୍ୟକ୍ଷା । ହେଲେ ବର୍ଷ,ବର୍ଷ ଧରି ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜୁକ୍ତା ନାଏକ ତାଙ୍କ ନିଜ ନାଁରେ ରାସନ୍ କାର୍ଡ ହିତାଧିକାରୀ ଦର୍ଶାଇ ତାର ଦୁରୁପଯୋଗ କରି ଆସୁଥିବା ଘଟଣା ନେଇ ହଟ,ଚମଟ ସୃଷ୍ଟି ହୋଇଛି । ନିୟମିତ ଭାବେ ପ୍ରତି ମାସରେ ଚାଉଳ ପାଉଥିବା ସହ କୋଭିଡ ବେଳେ ସହାୟତା ଟଙ୍କା ଆଦି ହିତାଧିକାରୀ ଭାବେ ପାଇ ଆସୁଥିବା ଜଣା ପଡ଼ିଛି ।ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ଦାୟିତ୍ଵ ରେ ଅବସ୍ଥାପିତ ଥାଇ ସେ ସରକାରୀ ନିୟମ ର ଖୋଲା ଖୋଲି ଭାବେ ଉଲ୍ଲଂଘନ କରାଯାଇ ଥିବା ନେଇ ଚର୍ଚ୍ଚା ଜୋର୍ ଧରି ଥିବା ବେଳେ ଏ ଦିଗରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବି ହୋଇଛି ।

WhatsApp Image 2025 03 23 at 19.12.33 ସାଧାରଣ ଗରିବ ହିତାଧିକାରୀଙ୍କ ଚାଉଳ ହଡପ କରି ଆସୁଥିଲେ ବ୍ଲକ ଅଧ୍ୟକ୍ଷା

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...