32.9 C
Balāngīr
Tuesday, July 15, 2025

ସାନୀ କମ୍ପାନୀ ବଜାରକୁ ଛାଡ଼ିଲା ନୂଆଁ ମଡେଲ ପୋକଲିନ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୯/୦୨) : ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ସାନି କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ନୂଆଁ ମଡେଲର “ସାନି ପ୍ରୋ” ପ୍ରୋକଲିନ ଗାଡ଼ିର ଉନ୍ମୋଚନ କରିଛି ।WhatsApp Image 2025 02 20 at 19.22.28 ସାନୀ କମ୍ପାନୀ ବଜାରକୁ ଛାଡ଼ିଲା ନୂଆଁ ମଡେଲ ପୋକଲିନ

ଯାହାକି ଅନ୍ୟ ଗାଡି ତୁଳନାରେ ଉପଭୋକ୍ତାଙ୍କ ପାଇଁ ଅଧିକ ସୁବିଧା ଓ ସହଜ ଫିଚର ନେଇ ବାହାରକୁ ଆସିଥିବା ବେଳେ ଲୋକଙ୍କ ଚାହିଦା ଅନୁଯାୟୀ ଏହାର ନିର୍ମାଣ କରାଯାଇଥିବା ସାନି କମ୍ପାନୀର ଆଞ୍ଚଳିକ ବ୍ୟବସାୟିକ ପ୍ରବନ୍ଧକ ଗୌରବ ପାଉଲ୍ କହିଛନ୍ତି । ଏହି ଉନ୍ମୋଚନ କାର୍ଯକ୍ରମ ସମୟରେ କି ଆକାଉଣ୍ଟ ପ୍ରବନ୍ଧକ ଅରିଜିତ ଦାସ, ବ୍ୟବସାୟ ପ୍ରବନ୍ଧକ ଅଭିଜିତ ଦିଣ୍ଡା, ସର୍ଭିସ୍ ମ୍ୟାନେଜର ସୁକାନ୍ତ ବରାଳ ଉପସ୍ଥିତ ରହିଥିବା ବେଳେ, ରାୟଗଡା ସେଲ୍ସ ବ୍ରାଞ୍ଚ ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ରଘୁନାଥ ସାମନ୍ତରାୟ ଓ ଜେନେରାଲ ମ୍ୟାନେଜର ମିଟୁ ଗୌଡ଼ ଏହାର ସମସ୍ତ ପରିଚାଳନା କରିଥିଲେ ।

ଆଜି ଏହି ମଡେଲ ଗାଡ଼ିର ଉନ୍ମୋଚନ କରାଯାଇଥିବା ବେଳେ ୭ ଜଣ ଗ୍ରାହକ ଏହି ମଡେଲ ଗାଡି କିଣି ଅଛନ୍ତି । ଗାଡ଼ିର ଫିଚର ଓ ବ୍ୟବସାୟିକ ସଫଳତାକୁ ଦୃଷ୍ଟିରେ ରଖି ଏହି ମଡେଲ ର ଗାଡି ଆଗକୁ ରାୟଗଡା ଜିଲ୍ଲାରେ ଏକ ସଫଳତାର ମାଇଲ ଖୁଣ୍ଟ ଅତିକ୍ରମ କରିବା ବୋଲି ରାୟଗଡ଼ ସାନି ଶାଖା କାର୍ଯ୍ୟାଳୟର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ରଘୁ ସାମନ୍ତରାୟ କହିଛନ୍ତି । ଏହି ଉନ୍ମୋଚନ କାର୍ଯକ୍ରମ ପାଇଁ କାର୍ଯ୍ୟାଳୟକୁ ଅତି ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...