32.9 C
Balāngīr
Sunday, July 20, 2025

ସିମିଳିଆ ଗ୍ରାମ ଠାରେ ମା ସାରଳା ଭିନ୍ନକ୍ଷମ କଲ୍ୟାଣ ସମିତି ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ, (୩/୧୨): ଆଜି ଢେଙ୍କାନାଳ ପୌରାଞ୍ଚଳ ସିମିଳିଆ ଗ୍ରାମ ଠାରୁ ମା ଶାରଳା ଭିନ୍ନକ୍ଷମ କଲ୍ୟାଣ ସମିତି ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ।163dc558 0421 4b22 a7cb 1d0f03552641 ସିମିଳିଆ ଗ୍ରାମ ଠାରେ ମା ସାରଳା ଭିନ୍ନକ୍ଷମ କଲ୍ୟାଣ ସମିତି ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଅନୁଷ୍ଠାନ କାର୍ଯ୍ୟାକାରୀ ସଭାପତି ହରିହର ପଣ୍ଡାଙ୍କ ସଭା ପ୍ରତିତ୍ଵରେ ଅନୁଷ୍ଠାନ ର ସିମିଳିଆ ଗ୍ରାମ ଠାରେ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ଅଧ୍ୟକ୍ଷ ଅର୍ନ୍ତର୍ଯ୍ୟାମୀ ସାହୁ ଯୋଗଦେଇ ଅନୁଷ୍ଠାନ ଭିନ୍ନକ୍ଷମମାନଙ୍କ ର ଉନ୍ନତି ପାଇଁ ଆଲୋଚନା କରିଥିଲେ । ଭିନ୍ନକ୍ଷମମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ରୁ କିଭଳି ଲାଭବାନ ହୋଇପାରିବେ ଭିନ୍ନକ୍ଷମମାନକୁ ସଭାପତି ସୂଚନା ଦେଇଥିଲା । ଶେଷର ଅତିଥିମାନଙ୍କ ଦ୍ଵାରା ଅନୁଷ୍ଠାନରେ ଥିବା ସଭ୍ୟମାନଙ୍କ ପିଲାମାନଙ୍କୁ ଏବଂ ସାହିର ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ଶିକ୍ଷା ସାମଗ୍ରୀ ତଥା ବହିଖାତା ପେନ ପେନସିଲ ସ୍କ୍ଲେଟ ଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

ଏହି ବୈଠକ ସମୟରେ ଅନୁଷ୍ଠାନର ସଂପାଦିକା ରିତା ଓଝା, ପ୍ରଭାତୀ ମହାରଣା, ପବିତ୍ର ପ୍ରଧାନ, ସୁମିତ୍ରା ପ୍ରଧାନ, ପବିତ୍ର ଦେହୁରୀ, ବୁଲା ଦେହୁରୀ, ଅକାରଣ ଦେହୁରୀ, ରୀନା ଦେହୁରୀ ପ୍ରମୁଖ ଯୋଗଦେଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଉଛି ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...