ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୪/୧୧) : ଆଜି ଖପ୍ରାଖୋଲ ମୁଖ୍ୟ ରାସ୍ତା ଥାନା ଛକ ଠାରୁ ରେଞ୍ଜ ଅଫିସ ପର୍ଯ୍ୟନ୍ତ ରାସ୍ତାରେ ସି ଆର ପି ଏଫ୍ ଜବାନ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇଥିଲା |
ଯେଉଁ କାମ ଆମ ଅଞ୍ଚଳର ବିକାଶ ପରିଷଦ ଦ୍ୱାରା ହେବା କଥା ସେ କାମ ସି ଆର ପି ଏଫ୍ ଯବାନ ମାନେ କରୁଛନ୍ତି | ସି ଆର ପି ଏଫ୍ ଜବାନ ଙ୍କ ଏହି ସାମାଜିକ କାମ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l