32.9 C
Balāngīr
Sunday, July 13, 2025

ସୁନାପାଲି ଲୁଟ ଘଟଣା, ୩ ଡକାୟତ ଗିରଫ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୦୧) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ମୃତିକା ଜଳ ବିଭାଜିକା ର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀଙ୍କ ଠାରୁ ବାଇକ ଓ ୨୦ ହଜାର ଟଙ୍କା ଲୁଟ ଘଟଣାରେ ବୀରମହାରାଜପୁର ପୁଲିସ ତିନି ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି l

ସୂଚନା ଅନୁସାରେ ଉଲୁଣ୍ଡା ବ୍ଲକ କେଉଟିପାଳି ଗ୍ରାମ ର ମନରଞ୍ଜନ ବେହେରାଙ୍କ ବାଇକ ହରିଣାପାଳି ଛକ ରୁ ଏକ ପଲସର ଲୁଟ କରିଥିଲେ l ପରେ ଉଲୁଣ୍ଡା ବ୍ଲକ ଜଳ ବିଭାଜିକା ର ସମ୍ପ୍ରସାରଣ ଅଧିକାରୀ କୁବେର କର୍ମୀଙ୍କ ଠାରୁ ୨୦ ହଜାର ଓ ବାଇକ ଲୁଟି ନେଇ ପଳାଇ ଥିଲେ l ବୀରମହାରାଜପୁର ପୁଲିସ ଏନେଇ ତଦନ୍ତ କରି ତିନି ଚୋର କୁ କାବୁ କରିଥିଲେ l ପୁଲିସ ସୂତ୍ରରୁ ଖବର ଅନୁସାରେ ଶିବ ସରଭଙ୍ଗ ତରଭା ଚରନିପାଲି ନାମ ରେ ୧୨ ଟି କେସ ଅନ୍ୟ ଥାନା ରେ ରହିଛି ସେହିପରି ରଞ୍ଜନ ରାଜ ହଂସ ୨୨ ଟି କେସ ଥିବା ବେଳେ ସେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳ ର ଖଇରମାଲ ରକସା, ର ଜଣା ପଡିଛି l ଏହା ସହିତ ତରଭା ବ୍ଲକ ଅର୍ଡା ଗ୍ରାମ ର ଜୟ କୃଷ୍ଣ ବାରିକ ନାମରେ ୧୬ଟି କେଶ ଥିବା ଜଣା ପଡିଛି l

ଏହି ଯୁବକ ମାନେ ବୌଦ୍ଧ, କଣ୍ଟାମାଲ, ରେଢ଼ାଖୋଲ, ଅତାବିରା, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ସମେତ ୬ ଟି ଜିଲ୍ଲା ରେ ଡକାୟତି କରୁ ଥିଲେ l ଏପରି କି ଏମାନେ ଘର ସିନ୍ଧି କରି ଚୋରି କରୁ ଥିବା ମଧ୍ୟ ଜଣାପଡିଛି l ଏହି ବିଷୟରେ ବୀରମହାରାଜପୁର ଏସଡିପିଓ ଵାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି l ଅନ୍ୟ ପଟେ ଧର୍ମଶାଳା ମରଣାତ୍ମକ ଓ ଲୁଟ ଘଟଣା ରେ ୩ ଜଣ ଡକାୟତ ଫେରାର ଥିବା ଏସଡିପିଓ ଶ୍ରୀ ଛତ୍ରିଆ ପ୍ରକାଶ କରିଛନ୍ତି l

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...