ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୮/୩) : ସୁଭଦ୍ରା ଯୋଜନା ଦିତୀୟ କିସ୍ତି ଉପରେ ଭୋର୍ ଚାଲ ମିଟିଂ ମଧ୍ଯ ମରେ ବିଷମ କଟକ ବ୍ଲକ୍ ଅଫିସ ରେ ମା ମାନଙ୍କୁ ନେଇ ସଭା ଅନୁଷ୍ଠିତ ।
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ୍ vc ରୁମ୍ ରେଶୁଭଦ୍ରା ଯୋଜନାର ଦିତୀୟ କିସ୍ତି ନିମେତେ ଆନ୍ତର୍ଜାତୀୟ ମହିଳା ଦିବସ ନିମନ୍ତେ ରାଜ୍ୟ ସରକାର ବିଷମ କଟକ ବ୍ଲକ୍ ଅଫିସ୍ ରେ ମା ମାନଙ୍କୁ ନେଇ ଏକ ଭୋରଚୋଲ ମାଧ୍ୟମରେ ମା ମାନ ଙ୍କୁ ନେଇ ବିଷମ କଟକ ବ୍ଲକ୍ ର ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ଙ୍କ ନେତୃତ୍ ରେ ମହିଳା ମାନଙ୍କ ନେଇ ଏହି ସଭା ଆୟୋଜନ ରେ ମା ମାନେ ଉପସ୍ଥିତ ରହିଥିଲେ ।