32.9 C
Balāngīr
Tuesday, May 13, 2025

ସୌର୍ଯ୍ୟ ଜାଗରଣ ଯାତ୍ରା ଅନୁଷ୍ଠିତ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ରାୟଗଡା, (୨୧/୦୪) : ଆପ୍ର. : ପଶ୍ଚିମବଙ୍ଗ ମୁର୍ଶିଦାବାଦ ଠାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ତୀବ୍ର ବିରୋଧ କରିଛି ରାୟଗଡା ବଜରଙ୍ଗ ଦଳ lWhatsApp Image 2025 04 20 at 22.07.55 ସୌର୍ଯ୍ୟ ଜାଗରଣ ଯାତ୍ରା ଅନୁଷ୍ଠିତ

ଏହି ଅବସରରେ ଆଜି ସୌର୍ଯ୍ୟ ଜାଗରଣ ଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ମୁଖ୍ୟ ବଜାର ଦେଇ ନଗର ପରିକ୍ରମାରେ ପ୍ରଭୁ ଶ୍ରୀ ରାମଙ୍କ ଜୟ ଧ୍ୱନୀ କରି ଇନ୍ଦିରା ନଗର ସ୍ଥିତ ରାଧା କୃଷ୍ଣ ମନ୍ଦିର ଠାରେ ପହଂଚିଥିଲା l ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲ୍ୟରେ ବଜରଙ୍ଗ ଦଳ ପକ୍ଷରୁ ଏହି ଜାଗରଣ ଯାତ୍ରାରେ ଶହ ଶହ ହିନ୍ଦୁ ପ୍ରେମୀ ଓ ବଜରଂଗୀ କର୍ମୀ ଭାଗ ନେଇଥିଲେ l ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରି ହିନ୍ଦୁ ଭାଇମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଥିଲା l ସେହିଭଳି ରାୟଗଡା ସହର ଓ ଏହାର ଆଖପାଖ ଅଂଚଳରେ ବାଂଲାଦେଶୀ ରୋହିଙ୍ଗିଆ ଆସି ବିଭିନ୍ନ ଅନୈତିକ କାର୍ଯ୍ୟ କଳାପ ଚଳାଇଛନ୍ତି l ବର୍ତମାନ ଠାରୁ ଯଦି ସେମାନଙ୍କୁ ପ୍ରତିରୋଧ କରାନଯିବ ତେବେ, ଭବିଷ୍ୟତରେ ରାୟଗଡା ଠାରେ ମଧ୍ୟ ମୁର୍ଶିଦାବାଦ ଭଳି ସ୍ଥିତି ଉପୁଜିବାରେ ବିଳମ୍ବ ହେବନାହିଁ ବୋଲି ଦଳ ପକ୍ଷରୁ ହିନ୍ଦୁ ଏକ ହେବା ପାଇଁ ନିବେଦନ କରିଥିଲେ l

ସୌର୍ଯ୍ୟ ଜାଗରଣ ଯାତ୍ରାକୁ ବିଶ୍ୱ ହିନ୍ଦୁ ପରିଷଦ ରାଜ୍ୟ ଉପସଭାପତି ପ୍ରଫୁଲ ପାତ୍ର, ବିଏଚପି ରାୟଗଡା ଜିଲ୍ଲା ସମ୍ପାଦକ କେ .ରମେଶ ନଗର ସଭାପତି ଗୋପୀ ବ୍ରହ୍ମା, ସହ ସମ୍ପାଦକ ଗୋପୀନାଥ ଗୌଡ଼, ବଜରଙ୍ଗ ଦଳ ରାୟଗଡା ନଗର ପ୍ରମୁଖ ସସ୍ୟଜ୍ୟୋତି ବେହେରା, କର୍ମୀ କେ ରାଜେଶ ବାବୁ, ଆଇନଜୀବୀ ଅରୁଣ ଲେଙ୍କା, ବିରଜା ପାତ୍ରଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ପ୍ରଚାର ପ୍ରସାରକ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...