32.9 C
Balāngīr
Thursday, June 12, 2025

ସ୍ୱଚ୍ଛ ରାୟଗଡା, ସୁସ୍ଥ ରାୟଗଡା ପୌର ପରିଷଦ

Must read

ରାୟଗଡା, (୦୬/୦୬) : ଆପ୍ର. : ସ୍ୱଚ୍ଛ ରାୟଗଡା, ସୁସ୍ଥ ରାୟଗଡା ଏବଂ ପଲିଥିନ ମୁକ୍ତ ହେବ ରାୟଗଡା ସହର ଏହି ପଣ କରି ଆଜି ସକାଳୁ ସଚେତନା କାର୍ଯ୍ୟକ୍ରମ ପୌର ପରିଷଦ ପକ୍ଷରୁ କରଯାଇଛି ।WhatsApp Image 2025 06 05 at 20.45.29 ସ୍ୱଚ୍ଛ ରାୟଗଡା, ସୁସ୍ଥ ରାୟଗଡା ପୌର ପରିଷଦ

ପୌର ପରିଷଦ ନିର୍ବାହୀ ଯନ୍ତ୍ରୀ ଶ୍ରୀ କୁଲଦୀପ କୁମାର୍, ପୌରାଧ୍ୟକ୍ଷ ଶ୍ରୀ ମହେଶ ପଟନାୟକ, ବିନୟ କୁମାର ପରିଚ୍ଛା, ଭେଙ୍କଟ ରାଓ, ସମସ୍ତ ୱାର୍ଡ ର କାଉନସିଲର ସ୍ଵଚ୍ଛ ସାଥୀ ଏବଂ ପୌର ପରିଷଦର କର୍ମଚାରୀ ମାନେ ଲୋକଙ୍କୁ ଲିଫଲେଟ ଦେବା ସହ ସଚେତନ କରାଇଥିଲେ । ବିଶ୍ୱ ପରିବେଶ ଦିବସ ୨୦୨୫ ଉପଲକ୍ଷେ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ କରିବା ଓ ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବ୍ୟବସାୟୀ ମାନଙ୍କୁ ଅଳିଆ ଦୋକାନ ଆଗରେ ନ ପକାଇ ଡ଼ଷ୍ଟବିନ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ।

ରାୟଗଡା ସହରକୁ ପଲିଥିନ ମୁକ୍ତ ରଖିବା, ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ କରିବା , ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବା, ଘର ତଥା ଦୋକାନର ଆବର୍ଜନା ସ୍ବଚ୍ଛତା ରଥରେ ଦେବା, ବାହାରେ ମଳତ୍ଯାଗ ନ କରି ଶୌଚାଳୟ ବ୍ୟବହାର କରିବା ଏବଂ ଆବର୍ଜନା ତଥା ପ୍ଲାଷ୍ଟିକ ସାମଗ୍ରୀ ନାଳ ନର୍ଦମାରେ ନ ପକାଇବା ପାଇଁ ସାଧାରଣ ଜନତାଙ୍କୁ ଅନୁରୋଧ କରିଥିଲେ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...